ଗଜପତିରେ ପୁଣି ୬ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାରଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୋଶାଣୀ ବ୍ଳକରୁ ଜଣେ,ମୋହନା ବ୍ଳକରୁ ଦୁଇ ଜଣ,କୋଭିଡ଼ ଯୋଦ୍ଧା ୨ ଜଣ ପାରଳା ପୌରପରିଷଦରୁ ଜଣେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ କୋଭିଡ଼ି ହସ୍ପିଟାଲ /କୋଭିଡ଼ ସେଣ୍ଟରକୁ ଚିକିତ୍ସା ସକାଶେ ପଠାଇଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।