ଅସନ୍ତୁଳିତ ଜନସଂଖ୍ୟା ରୋକିବାକୁ ଆନ୍ଦୋଳନକୁ ଓହ୍ଲାଇବ ଜେଏସ୍‌ଏଫ

ଭୁବନେଶ୍ୱର : ଦେଶରେ ଜନସଂଖ୍ୟା ବିସ୍ଫୋରଣ ରୂପ ନେଲାଣି । ତାକୁ ରୋକା ନଗଲେ ଆଗାମୀ ଦିନରେ ଦେଶରେ ଅସମ୍ଭବ ପରିସ୍ଥିତି ସୃଷ୍ଟି ହେବ । ଅସନ୍ତୁଳିତ ଜନସଂଖ୍ୟା ଦୂର ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅକ୍କୋଳନକୁ ଓହ୍ଲାିବ ବୋଲି କହିଛନ୍ତି ଏହାର ରାଜ୍ୟ ସଭାପତି ବିପନ ବିହାରୀ ଦାସ । ଏ ସଂପର୍କରେ ବିଏମ୍‌ସି କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Comments (0)
Add Comment