ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ୱର: ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।ଫେବୃଆରୀ ୫ ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୮ ତାରିଖରେ ବଜେଟ ଉପସ୍ଥାପନ ହେବ ।

Comments (0)
Add Comment