ମେ ପନ୍ଦର ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ପୁରୀ,୨୪/୪: ଆଜି ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ମେ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନାର କରାଳ ରୂପ ସହିତ ପଶ୍ଚିମବଙ୍ଗ ଷ୍ଟ୍ରେନ ଆଶଙ୍କାରେ ଏହି ନିଷ୍ପତ୍ତି ନିଆଗଲା ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment