ମହୁଲ ପୋଚ ସହ ଦେଶି ମଦ ଜବତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଅବକାରୀ ବିଭାଗ ତରଫରୁ ଗତକାଲି ଚଢ଼ାଉ କରି ତିଲେଇମାଲର ମଗପଡା ଏବଂ ପାଖରେ ଥିବା ଜଙ୍ଗଲରୁ ପାଖାପାଖି ୩୦୦୦ ଲିଟର ମହୁଲ ପୋଚ ସହ ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ସେମାନେ ତିଆରି କରୁଥିବା ସ୍ଥାନକୁ ମଧ୍ୟ ଭାଙ୍ଗି ଚୁରମାର କରିଛି ଅବକାରୀ ବିଭାଗ ଏବଂ ଜଣକୁ କାବୁ କରି କୋର୍ଟ ଚାଲାଣ କରିଛି । ରେଙ୍ଗାଲି ଅବକାରୀ ଦ୍ୱାରା ବାରମ୍ବାର ଚଢ଼ାଉ ଏବଂ ତତ୍ପରତା ପାଇଁ ଆଜି ସଫଳତା ମିଳିଛି ବୋଲି ଲୋକେ କହୁଛନ୍ତି ।

Comments (0)
Add Comment