ଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଇଛି । ଉଦଘାଟନର ମୁଖ୍ୟ ଅତିଥି ଭାବେ ଆର ଏସଏସ୍‌ର ପୂର୍ବତନ ଜିଲ୍ଲା ସଂଘ ଚାଳକ ମାଙ୍ଗୁ ଭାଇ, ମୁଖ୍ୟ ବକ୍ତା ଭାବେ ଏବିଭିପିର ପୂର୍ବତନ ରାଜ୍ୟ ସହ ସମ୍ପାଦକ ଶିବ ପାତ୍ର ଭାଇ ଯୋଗଦେଇଥିଲେ । ସେହିପରି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟ ନାଟ୍ୟ ଏକାଡେମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ ଭାଇ ଏବଂ ମୁଖ୍ୟବକ୍ତା ରୂପେ ବଲାଙ୍ଗୀର ବିଭାଗ ପ୍ରଚାରକ ପ୍ରଣବ ଭାଇ ଯୋଗଦେଇଥିଲେ ।

The district level talent pool program is heldଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
Comments (0)
Add Comment