ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ରାଜଧାନୀ

 ଭୁବନେଶ୍ୱର:ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା । ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ
Read More...

୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ,ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ଓ…

ଭୁବନେଶ୍ଵର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି ।ରବିବାର ସକାଳୁ ଶ୍ରୀ
Read More...

ଅବସରର ୮ ବର୍ଷ ପରେ ବି ମିଳିନି ପେନସନ, ସହାୟତା ଅପେକ୍ଷାରେ ହରିଶ୍ଚନ୍ଦ୍ର

ନନ୍ଦାହାଣ୍ଡି : ହରିଶ୍ଚନ୍ଦ୍ର ନାୟକ । ବୟସ ପ୍ରାୟ ୬୮ ବର୍ଷ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଗ୍ରାମ ଡଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଠାରେ,ଦୀର୍ଘ ୨୬ ବର୍ଷ ଚାକିରୀ କରିଥିଲେ । ଅବସରର ୮ ବର୍ଷ ପରେ ମଧ୍ୟ ମିଳିଲାନି
Read More...

ତିନି ମାସ ହେଲା ଅଧାପନ୍ତରିଆ ଅବସ୍ଥାରେ ରାସ୍ତା, ତୁରନ୍ତ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ଦାବି

ହରଭଙ୍ଗା : ରାଜ୍ୟରେ ହେଉଥିବା ରାସ୍ତା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଖରାପ ରାସ୍ତା । ଯାତାୟାତରେ ଅସୁବିଧା ସାଙ୍ଗକୁ ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ରାସ୍ତାମରାମତି ହେଉନି କି ପକ୍କା ରାସ୍ତା ନିର୍ମାଣ କରାଯାଉ ନାହିଁ । ଅନେକ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ
Read More...

ରୋଟାରୀ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର,୨୫ ୟୁନିଟ ରକ୍ତ ସଂଗୃହୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ର ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା,ସମ୍ପାଦକ ମନୋରଞ୍ଜନ
Read More...

ସମୁଦ୍ରରେ ଭାସି ଯାଇ ପୁଣି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ:ପୁଣି ପୁରୀ ସମୁଦ୍ରରେ ଅଘଟଣ । ୨୪ ଘଣ୍ଟା ନପୁରୁଣୁ ପୁଣି ଦୁଇଟି ମୁଣ୍ଡ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି
Read More...

ଦୀପାଳିଙ୍କ ପାଇଁ ଭୋଟ ମାଗିଲେ ନବୀନ,ମା’ମାନଙ୍କୁ ଆମେ ସମ୍ମାନ ଦେବା ଉଚିତ

ଝାରସୁଗୁଡ଼ା: ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି, ତାହା ଆପଣମାନେ ଜାଣିଛନ୍ତି। ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ବିରୋଧୀମାନେ ସେହିଭଳି ଭାବେ ଗାଳି ଦେଉଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଦୀପାଳି ଦାସ ଏହି
Read More...

ବିବାହ ବାର୍ଷିକୀରେ ରକ୍ତଦାନ କରି ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ

ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ । ଏହାକୁ ସାକାର କରିବା ପାଇଁ ନିଜର ଚତୁର୍ଥ ବିବାହ ବାର୍ଷିକୀରେ ରୋଟାରି କ୍ଲବ ପକ୍ଷରୁ ନାରାୟଣୀ ମନ୍ଦିର ରୋଡରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ଯୋଗଦେଇ ରକ୍ତ ଦାନ କରି ବିବାହ ବାର୍ଷିକୀକୁ ଅଧିକ ସ୍ମରଣୀୟ କରିଛନ୍ତି ଟିକାବାଲି ଅଂଚଳର ଯୁବ
Read More...

ପୋଲିସ ହାତରେ ଧରାପଡିଲେ ସିନ୍ଧି ଚୋର

ଦଶପଲ୍ଲା : ନୟାଗଡ ସଦର ଥାନା ପୋଲିସକୁ ସଫଳତା । ସିନ୍ଧି ଚୋରି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସୂଚନା ଅନୁଯାୟୀ, ନୟାଗଡ ସଦର ଥାନା ଅନ୍ତର୍ଗତ କଞ୍ଚନବିଲି ଗାଁରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ହୋଇଥିଲା । ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା
Read More...

ଅବଢା ପେଜରୁ ବାହାରିବ ବିଶୁଦ୍ଧ ଜଳ

ପୁରୀ:ଅବଢା ପେଜରୁ ବାହାରିବ ବିଶୁଦ୍ଧ ଜଳ । ଏହି ଜଳ ବୃକ୍ଷରୋପଣରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ । ଫଳରେ ପେଜ ପାଇଁ ପରିବେଶ ଉପରେ ପଡୁଥିବା କୁ-ପ୍ରଭାବର ମାତ୍ରା ହ୍ରାସ ପାଇବ । ଏଭଳି କିଛି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଏକ ପେଜ
Read More...