ଗୁଞ୍ଜ ଓ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନର ମହନୀୟତା: କୋଭିଡ ଯୋଦ୍ଧା ଆଶା କର୍ମୀଙ୍କୁ ପ୍ରଦାନ କଲେ କରୋନା କିଟ୍
ଦାରିଙ୍ଗବାଡ଼ି,୨୫/୬: ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନ ଏବଂ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ ତରଫରୁ ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ଆଶାକର୍ମୀମାନଙ୍କୁ ସମ୍ପୂର୍ଣ୍ଣ କରୋନା କିଟ ପ୍ରଦାନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ!-->…
Read More...
Read More...