ଭାରତରେ ପେଟ୍ରୋଲ ଦର ଶ୍ରୀଲଙ୍କାଠୁ ବି ମହଙ୍ଗା

0 61

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର କେଉଁ ଦେଶଗୁଡ଼ିକଠାରୁ ମହଙଗା ଓ ଶସ୍ତା,ସେନେଇ ବ୍ୟାଙ୍କ ଅଫ ବରୋଦା ଇକନୋମିକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଭାରତରେ ପେଟ୍ରୋଲ ଦର ଆମେରିକା, ଚୀନ, ଜାପାନ, ରୁଷ, ବ୍ରାଜିଲ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, କେନିୟା ଠାରୁ ମହଙ୍ଗା ରହିଛି । କିନ୍ତୁ ଭାରତରେ ପେଟ୍ରୋଲ ଦର ବ୍ରିଟେନ,ଜର୍ମାନି ,ଇଟାଲି, ନେଦରଲାଣ୍ଡସ, ଗ୍ରୀସ, ହଂକଂଠାରୁ ଶସ୍ତା ରହିଛି । ସେହିପରି ଭାରତରେ ପେଟ୍ରୋଲ ଦର ତୁର୍କୀ, ଅଷ୍‌ଟ୍ରେଲିଆ ଓ ଦକ୍ଷିଣ କୋରିଆ ସହ ସମାନ ରହିଛି ।

hiranchal ad1
Leave A Reply

Your email address will not be published.

4 × 2 =