Browsing Category

ଦେଶ- ବିଦେଶ

ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି । ବର୍ତ୍ତମାନ ସୂର୍ଯ୍ୟ କିରଣ ଧୀରେ ଧୀରେ ପ୍ରଚଣ୍ଡ ହେଉଥିବାରୁ ଗରମ ଅନୁଭୂତ ହେଉଛି। ଏହି ସମୟରେ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ବର୍ଷା ପରେ, ଅନ୍ୟ ରାଜ୍ୟକୁ ବର୍ଷା ନେଇ ସତର୍କ କରାଯାଇଛି । ବର୍ତ୍ତମାନ ଦକ୍ଷିଣ ଭାରତରେ ପ୍ରବଳ
Read More...

ଦୋଳ ପୂର୍ଣ୍ଣିମାରେ ପଡିବ ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ।

ନୂଆଦିଲ୍ଲୀ; ୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ। ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ
Read More...

ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଥିବା ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମିଟ୍ ଉଦଘାଟନ କରି ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ
Read More...

ପୁଣି କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଗତକାଲି ପରି ଆଜି ବି କମିଲା ସୁନା ଓ ରୂପା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୫୩୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୫ହଜାର ୬୦୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୬ହଜାର ୫୯୦ଟଙ୍କା ରହିଥିଲା ।
Read More...

ଏପ୍ରିଲ ୨୨ରେ କେଦାରନାଥ, ୨୩ରେ ଖୋଲିବ ବଦ୍ରିନାଥ ମନ୍ଦିର

ଡେରାଡୁନ: ଆସନ୍ତା ଏପ୍ରିଲ ୨୨ରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଏବଂ ଏପ୍ରିଲ ୨୩ରେ ବଦ୍ରିନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରବିବାର ଘୋଷଣା କରିଛନ୍ତି। ଅପରପକ୍ଷରେ ଏପ୍ରିଲ ୧୯ରେ
Read More...

ଜୟରାମ ରମେଶଙ୍କୁ ଭର୍ତ୍ସନା କଲେ ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟରେ, ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ଭର୍ତ୍ସନା କରିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ
Read More...

ଗିଜର ଅନ୍ କରି ଶୋଇଥିଲେ, ପୁଅ ସହ ଚାଲିଗଲା ଦମ୍ପତିଙ୍କ ଜୀବନ

ସୁରଟ : ରାତିରେ ଗିଜର ଅନ୍ କରି ଶୋଇ ପଡ଼ିଥିଲା ପରିବାର। ସକାଳୁ ଉଠିଲେନି କେହି। ଅବେଳରେ ଚାଲିଗଲା ୩ ଜୀବନ। ଗୁଜରାଟର ସୁରଟ ସହରରୁ ଆସିଛି ଏଭଳି ଛାତିଥରା ଘଟଣା। ଗିଜରରୁ ଗ୍ୟାସ୍‌ ଲିକ୍‌ ଯୋଗୁ ସ୍ୱାମୀ-ସ୍ତ୍ରୀ ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ସୋମବାର-ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା
Read More...

ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି, ଏଣିକି…

ନୂଆଦିଲ୍ଲୀ : ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ । କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ । ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ
Read More...

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଏନେଇ ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି । ଲୋକସଭାରେ ଏବେ ବଜେଟ୍ ନେଇ ଆଲୋଚନା
Read More...

ହୃଦୟ ବିଦାରକ; ବନ୍ଦ ଘରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ମଥୁରାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୫ଜଣ ସଦସ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଛି । ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ୩ ପିଲା କ୍ଷୀରରେ ବିଷ ମିଶାଇ ପିଇ ଦେଇଥିବା ସନ୍ଦେହ କରାଯାଉଛି । ସକାଳେ ସେମାନେ ନ ଉଠିବାରୁ ପଡ଼ୋଶୀମାନେ
Read More...