Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ୧୪ ତମ ଉପରାଷ୍ଟ୍ରପତି ହୋଇଛନ୍ତି । ଗୁରୁବାର ଦିନ ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଥିଲେ । ଧନଖଡ ବିରୋଧୀ!-->…
Read More...
Read More...
ସର୍ଭେ ରିପୋର୍ଟ : ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ପଛରେ ପକାଇଲେ ତେଜସ୍ୱୀ
ନୂଆଦିଲ୍ଲୀ: ଲୋକପ୍ରିୟତାରେ ବିହାରର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଅଗ୍ରଣୀ ବୋଲି ‘ସି-ଭୋଟର୍’ କରିଥିବା ଜନମତ ସର୍ଭେରୁ ଜଣାପଡ଼ିଛି। ଉଭୟ ନେତାଙ୍କ ମଧ୍ୟରୁ କିଏ ବିହାରବାସୀଙ୍କର ଅଧିକ ପ୍ରିୟଭାଜନ ବୋଲି ଜାଣିବା ଲାଗି ‘ସି-ଭୋଟର୍’ ଜନମତ ସର୍ଭେ!-->…
Read More...
Read More...
ମମତାଙ୍କୁ ଆଉ ଏକ ଝଟକା, ଟିଏମସି ନେତା ଅନୁବ୍ରତଙ୍କୁ ଗିରଫ କଲା ସିବିଆଇ
କୋଲ୍କାତା: ୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି।
ଏହା ପୂର୍ବରୁ ମଣ୍ଡଳ ୧୦ ଥର ‘ସିବିଆଇ’ର ସମନ୍!-->!-->!-->…
Read More...
Read More...
ସୁପ୍ରିମକୋର୍ଟରୁ ନୂପୁରଙ୍କୁ ଆଶ୍ୱସ୍ତି :
ଦିଲ୍ଲୀକୁ ସ୍ଥାନାନ୍ତର ହେବ ସମସ୍ତ ମାମଲା
ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଥିବା ସମସ୍ତ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ । ଆଜି ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ!-->…
Read More...
Read More...
ପ୍ରଧାନ ବିଚାରପତିଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁ ଲଳିତ
ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଆଜି ଏହି ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ!-->…
Read More...
Read More...
କଂଗ୍ରେସକୁ କେବେ ବି ଲୋକେ ବିଶ୍ୱାସ କରିବେ ନାହିଁ : ମୋଦୀ
ନୂଆଦିଲ୍ଲୀ: ଯେତେ କଳାଯାଦୁ କଲେ ବି ଲୋକେ କଂଗ୍ରେସକୁ ବିଶ୍ୱାସ କରିବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି । ଗତ କିଛି ଦିନ ହେଲାଣି ବିରୋଧୀ ଦଳ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ-ତେଜସ୍ବୀ
ପାଟନା: ମଙ୍ଗଳବାର ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡି(ୟୁ) ନେତା ନୀତୀଶ କୁମାର। ବିଜେପି ହାତ ଛାଡ଼ି ଏବେ ପୁରୁଣା ସାଥୀ ଆରଜେଡି ହାତ ଧରିଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ।!-->…
Read More...
Read More...
ଅଟୋ-ବସ୍ ମୁହାଁମୁହିଁ ଧକ୍କା :
ଚାଲିଗଲା ୯ ଜଣଙ୍କ ଜୀବନ
ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମି ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ଆଜି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାଜ୍ୟ ପରିବହନ ବିଭାଗ ଏକ ବସ୍ ସହ ସାମ୍ନା ପଟୁ ଆସୁଥିବା ଅଟୋର ଜୋରଦାର ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।!-->…
Read More...
Read More...
ମେଣ୍ଟ ଭଙ୍ଗ ନେଇ ବିଜେପିର ପ୍ରତିକ୍ରିୟା : ଜନତା ଉଚିତ୍ ଶିକ୍ଷା ଦେବେ
ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି,ଯେଉଁମାନେ ନିଜ ସହଯୋଗୀ ଦଳକୁ ଧୋକା ଦେଇଛନ୍ତି । ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା!-->…
Read More...
Read More...
ମହାରାଷ୍ଟ୍ର ସରକାରରେ ସିନ୍ଦେ ସବୁଠୁ କମ ପାଠୁଆ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ସିନ୍ଦେଙ୍କ ଶିବସେନାରୁ ୯ ଜଣ ଏବଂ ବିଜେପିରୁ ୯ ଜଣ ମନ୍ତ୍ରୀ ହୋଇଛନ୍ତି । ସିନ୍ଦେ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।!-->…
Read More...
Read More...