କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିବ ପାର୍ଲାମେଣ୍ଟ
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶରେ ଇତିହାସ ସୃଷ୍ଟି କରି ଭାରତ ଫେରିଛନ୍ତି। ରବିବାର, ବହୁ ସଂଖ୍ୟକ ଲୋକ ଦିଲ୍ଲୀ ବିମାନବନ୍ଦରରେ ତ୍ରିରଙ୍ଗା ହଲାଇ ଏବଂ ଡ୍ରମ ବଜାଇ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସୋମବାର (୧୮!-->…
Read More...
Read More...