ପାରଳା ବିଧାୟକ କେ ନାରାୟଣ ରାଓ ମାସ୍କ ବାଣ୍ଟିଲେ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଆଜି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ କୁ ଯାଇ ମାସ୍କ ବଣ୍ଟନ କରିଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଦିନରାତି ସେବା ଯୋଗାଇ ଥିବାରୁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ପି କ୍ରିଷ୍ଣ।,ନୃସିଂହ ଚରଣ ପଟ୍ଟନାୟକସହ ବହୁ କର୍ମୀ ଉପସ୍ଥିତ ଥିଲେ।

Comments (0)
Add Comment