ଢେଙ୍କାନାଳ: ଜନଗଣନା ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ୪ ଜଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ଘଟଣାରେ ଆକ୍ସନ୍। ସଙ୍ଗିନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ୍ସ୍ୱପ୍ନ ଶତପଥୀ ଓ ଭାନୁପ୍ରକାଶ ଶତପଥୀକୁ ଗିରଫ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ସେଠାରେ ଜାମିନ୍ ନାମଞ୍ଜୁର ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କାମାକ୍ଷାନଗର ଜେଲ୍କୁ ପଠାଯାଇଥିବା ସୂଚନା ମିଳିଛି।