ଭୁବନେଶ୍ଵର : ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ଏମଏମଡିଆର ଓ ବହି ତ୍ରୁଟି ପ୍ରସଙ୍ଗରେ କମ୍ପିଲା ଗୃହ । ବିରୋଧୀଙ୍କ ନାରାବାଜିରେ ଗୃହ ଅଚଳ । ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ପ୍ରତିବାଦ କଲେ ବିରୋଧୀ ଦଳ ବିଧାୟକ । ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଉଭୟ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ । ପ୍ରଥମ ଦିନରେ ବିଧାନସଭାରେ ଅଚଳାବସ୍ଥା । ମଧ୍ୟାହ୍ନ ୧ଟା ୧୦ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।