ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର

ଭୁବନେଶ୍ୱର: ଓଡ଼ିଶା ପାଇଁ ଭଲ ଖବର । ପୁଣି ଆଉ ଏକ କ୍ଷେତ୍ରରେ ଓଡ଼ିଶା ବାଜି ମାରିଛି । ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର । ଶିଶୁ ଟିକାକରଣରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଏବେ ପର୍ଯ୍ୟନ୍ତ ୯୦.୫ ପ୍ରତିଶତ ଶିଶୁ ସମସ୍ତ ଟିକା ଗ୍ରହଣ କରିଛନ୍ତି । ସେହିଭଳି ୯୨.୨ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହୋଇଛି ।

Comments (0)
Add Comment