୨୨୨ ଜଣ ନେଲେ କରୋନା ଟିକା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡ ।ପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଲିଜାରାଣୀ ପ୍ରଧାନ, ମିତା ନାଏକ, ଡ଼ିଇଓ ଲଛମନ ବଘାର ଓ ବିଜୟ ବେହେରା ସହଯୋଗ କରିଥିଲେ । ଏହି ଟିକା କେନ୍ଦ୍ରରେ ସମୁଦାୟ ୨୨୨ ଜଣ ମହିଳା ଓ ପୁରୁଷ ଟିକା ନେଇଥିଲେ ।

Comments (0)
Add Comment