ହାତୀ ଆକ୍ରମଣରେ ୨ବାଳିକା ମୃତ, ଜଣେ ବୃଦ୍ଧ ଗୁରୁତର

ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକରେ ବାରମ୍ବାର ହାତୀ ଆକ୍ରମଣ ରୁ ଗାଁ ଲୋକେ ଅତ୍ୟନ୍ତ ଭୟଭୀତ । ସ୍ଥାନୀୟ କେଶାପାଲି(କୋଲପାଲି) ଓ ନୂଆଁବରଙ୍ଗାମାଲ ଗ୍ରାମରେ ଗତକାଲି ହାତୀ ଆକ୍ରମଣ ରେ ୨ ମୃତ ବାଳିକା ଓ ଜଣେ ବୃଦ୍ଧଙ୍କୁ ଗୁରୁତର ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଗଲା । କୋଲପାଲିରେ ସରପଞ୍ଚଙ୍କ ମାଁ ଓ ଭାଣଞ୍ଜି ମୃତ ସହିତ ବାପା ଗୁରତର। ନୂଆବରଙ୍ଗାମାଲରେ୧୦ ବର୍ଷର ବାଳିକା ମାନସି କୁମ୍ଭାରଙ୍କୁ ରେଞ୍ଜର ଗୌରିଶଙ୍କର ଦାଶ ନିଜ ଗାଡିରେ ଚିକିତ୍ସାଳୟ ନେଇଗଲେ ।

Comments (0)
Add Comment