ନଦୀକୁ ଖସିଲା ବସ୍ :୬ ମୃତ, ୨୧ ଗୁରୁତର

ଶିଲଂ :  ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାନୁସାରେ. ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ବୁଧବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି ।

Comments (0)
Add Comment