କରୋନା : ଆମେରିକାରେ ୨୪ ଘଣ୍ଟାରେ ୮୬୫ଜଣ ମୃତ

ୱାଶିଂଟନ : ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪ହଜାରକୁ ଅତିକ୍ରମ କରିଛି । ସୂଚନା ଅନୁସାରେ ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪,୦୭୬ରେ ପହଞ୍ଚିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୫ ଲୋକଙ୍କ ଜୀବନ ଯାଇଛି । ଶନିବାର ମୃତକଙ୍କ ସଂଖ୍ୟା ୨,୦୧୦ ଥିଲା ।

Comments (0)
Add Comment