ପୁରୀ ଜେଲରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ : ପୁରୀ ଜେଲରେ ପୁଣି ଜଣେ କଏଦୀ ଆତ୍ମାହତ୍ୟା ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ଶିବ ପ୍ରସାଦ ଭୋଇ, ତାଙ୍କର ଘର ସତ୍ୟବାଦୀ ଥାନା ବିଶ୍ୱନାଥପୁରରେ ବୋଲି ସୂଚନା ମିଳିଛି । ତାଙ୍କୁ ଥାନା ପକ୍ଷରୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗତ ଜାନୁୟାରୀ ୮ ତାରିଖରେ ପୋକ୍ସ୍‌ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ।

Comments (0)
Add Comment