ମଦନମୋହନ ହାଇସ୍କୁଲର ଶିକ୍ଷୟିତ୍ରୀ ନିଲମ୍ବିତ

ପୁରୀ : ପୁରୀ ଜିଲ୍ଲା ମାଟ୍ରିକ ପରୀକ୍ଷାରେ ଶୂନ୍ୟ ସହନଶୀଳତା । ପ୍ରଥମ ଦିନରେ ପରୀକ୍ଷାରେ ଅନିୟମିତତା କାରଣରୁ ମଦନମୋହନ ହାଇସ୍କୁଲର ଶିକ୍ଷୟିତ୍ରୀ ସ୍ମୃତିପ୍ରଜ୍ଞା ଗିରି ଚାକିରିରୁ ନିଲମ୍ବିତ । ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । କେନ୍ଦ୍ର ଅଧିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment