ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

ବଲାଙ୍ଗୀର : ପୁଇଁତଲା ବ୍ଲକ ଛଡାପିପଲ ପଞ୍ଚାୟତ ଅନ୍ତର୍ଗତ ଛକୋଡିମାଲ ଏକ ଦୁଃଖଦ ଘଟଣା ଘଟିଛି । ଏହି ଗ୍ରାମର ପରିବା ଚାଷୀ ଗଣ୍ଡାରାମ ବସ୍ତିଆ ଚାଷ କରୁଥିବା ସମୟରେ ବଜ୍ରାଘାତରେ ଅକାଳ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଚାଷୀ ହୋଇଥିବାରୁ ତାଙ୍କ ପରିବାରଙ୍କୁ ସରକାର ସହାୟତା ପ୍ରଦାନ କରନ୍ତୁ ବୋଲି ଅଂଚଳବାସୀ ଦାବି କରିଛନ୍ତି ।

Comments (0)
Add Comment