କରୋନା ମୁକାବିଲା ପାଇଁ ସହାୟତା ହାତ ବଢାଇଲେ ବିଜେଡି ଯୁବ ସଭାପତି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରନା ମୁକାବିଲା ପାଇଁ ନିଜର ପାରିଶ୍ରମିକ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜନକଲ୍ୟାଣ ଉଦେଶ୍ୟରେ 50,400 ଟଙ୍କାର ଚେକ ବିଜେଡି ଯୁବ ସଭାପତି S ଲିଙ୍ଗରାଜ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଂଜନ ଭଞ୍ଜଦେଓଙ୍କ ଜରୀଆରେ ପ୍ରଦାନ କରିଛନ୍ତି। ଏହି ଭଳି କାର୍ଯ୍ୟ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ଜଣାଇଛନ୍ତି।

Comments (0)
Add Comment