ବିଧାୟକ ବୁଲିରେ ସଙ୍ଗରୋଧ କେନ୍ଦ୍ର

ପାଟଣାଗଡ-ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ବେଲପଡା ବ୍ଲକର ବାରଖମାର, ମଣ୍ଡଳ, ତେନ୍ତୁଲିମୁଣ୍ଡା,ଯୁବା ଆଦି ପଞ୍ଚାୟତ ଗୁଡିକରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି I ବାହାର ରାଜ୍ୟରୁ ଶ୍ରମିକମାନେ ଫେରିଲେ ସେମାନଙ୍କ ରହିବା,ଖାଇବା ଓ ଚିକିତ୍ସା ବ୍ୟବସ୍ଥା କିପରି ହେବ ଉକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି I ପରିଦର୍ଶନ ବେଳେ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ I

Comments (0)
Add Comment