ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଗୋପାଳ କୃଷ୍ଣ ନାୟକ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତ କରି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଗୋପାଳ କୃଷ୍ଣ ନାୟକ10,000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠକୁ ପ୍ରଦାନ କରିଛନ୍ତି ଯାହାଦ୍ୱାରା କୋରନାର ମୁକାବିଲା ଓ ଜନ କଲ୍ୟାଣରେ ଲାଗିପରିବ।ତେଣୁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି।

Comments (0)
Add Comment