ମଧୁବାବୁଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ

ବିଜୁ ଜନତା ଦଳ ପାରାଦୀପ ଓ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାରାଦୀପ ତରଫରୁ ମଧୁବାବୁ ଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ I ଏହି ଅବସରରେ ଶ୍ରୀ ଯୁକ୍ତ ବସନ୍ତ ବିଶ୍ଵାଳ (ସଭାପତି, ବିଜୁ ଜନତା ଦଳ ପାରାଦୀପ) କୁମର୍ ବର ନାୟକ (ଉପ ସଭାପତି) ଆଲୋକ ମହାପାତ୍ର (ଯୁବ ସଭାପତି) ସୁରେଶ ଚନ୍ଦ୍ର ଦାସ (ଆଇନଜୀବୀ) ବିଜୟ କୁମାର ମହାନ୍ତି, ଅଟଳ ପରିଡ଼ା, ନଳିନୀ ରଞ୍ଜନ ଦାଶ (ଆଇନଜୀବୀ) ପ୍ରଦୀପ ସାମଲ, ରଞ୍ଜନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ I

Comments (0)
Add Comment