ସଫେଇ କର୍ମଚାରୀଙ୍କୁ ମାସ୍କ ଦେଲେ ସ୍ବେଚ୍ଛାସେବୀ ସଂଗଠନ

ଆଜି ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ,ଜୟ ଅଫ୍ ଗିଭିଙ୍ଗ ଓ ଅନ୍ୟ ସାଥିମାନଙ୍କ ସହଯୋଗ ରେ ପାରଳାଖେମୁଣ୍ଡି ପୌରପାଳିକା ରେ କାର୍ଯୟରତ ସଫେଇ କରମଚାରୀମାନଙ୍କୁ ଏହି କୋରୋନ ବିରୋଧରେ ଲଢେଇ ସମୟରେ ସଫେଇ କାର୍ଯ୍ୟରେ ନିୟଜିତ ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯିବ ସହ 155 ଜଣଙ୍କୁ ହାତ ତିଆରି କଟନ୍ ମାସ୍କ ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଆମ୍ ଆଦମୀ ପାର୍ଟି, ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆପ୍ ସଦସ୍ୟ ତ୍ରିନାଥ ପ୍ରସାଦ ପଟ୍ଟନାୟକ, ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ ର ସଭାପତି ଜି.ନବୀନ କୁମାର,ଜୟ ଅଫ୍ ଗିଭିଙ୍ଗ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମାଜସେବୀ ନିହାର ପଣ୍ଡା,ମାଲ୍ଲା ଶ୍ରିନୁ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment