କରୋନା ମୁକାବିଲା ପାଇଁ ସହାୟତା ହାତ ବଢାଇଲା ପାଟଣାଗଡ଼ ବଣିକ ସଂଘ


ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବଣିକ ସଙ୍ଘ ତରଫରୁ କରୋନା ବିପତ୍ତି ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକଶଠି ହଜାର ଏକ ଶହ ଏଗାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ଙ୍କୁ ପ୍ରଦାନ କରିଥିଲେ । ପାଟଣାଗଡ ସହର ସମସ୍ତ ଦୋକାନ ରୁ ଚାନ୍ଦା ସଗ୍ରହକରିଥିଲେ ବୋଲି ବଣିକ ସଙ୍ଘ ସଭାପତି ରାଜେଶ କୁମାର ମେହେର କହିଛନ୍ତି ।। ଉପ ସଭାପତିମନୋଜ କୁମାର କୁଦେଇ ,କୋଷାଧ୍ୟକ୍ଷ ମୁକେଶ କୁମାର ସାହୁ , ସକ୍ରିୟ ମେମର ପ୍ରଦୀପ କୁମାର ବନଶଳ ,ସପାଦକ ପ୍ରଫୁଲ୍ଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।।

Comments (0)
Add Comment