ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତାର ହାତ ବଢାଇଲେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ନାଇଡୁ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର ନାଇଡୁ ଆଜି ଗଜପତି ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଗଜପତି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି 27,500 ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ କୋରନା ମୁକାବିଲା ସକାଶେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଅନଲାଇନ ମାଧ୍ୟମରେ ଡ଼ିପୋଜିଟ କରା ଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ବିମଳା ସାମଲ,ବିଜେପି ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର ପୂର୍ବତନ ପୌରପରିସଦ ଅଧ୍ୟକ୍ଷ ପି କ୍ରିଷ୍ଣ। ଉପସ୍ଥିତ ଥିଲେ।

Comments (0)
Add Comment