ଜବତ ହେଲା ବ୍ରାଉନସୁଗର

ଜଳେଶ୍ୱର:ପୁଣି ଜବତ ହେଲା ବ୍ରାଉନସୁଗର । ୨ ବେପାରୀ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁର ବସ୍ତିରେ ପୋଲିସର ଚଢ଼ାଉ । ଚଢଉ ବେଳେ ୩୦୦ ଗ୍ରାମ୍‌ ବ୍ରାଉନସୁଗର ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।

Comments (0)
Add Comment