ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଲାଗିଲା ସିସି କ୍ୟାମେରା

ଗଜପତି ଜିଲ୍ଲାରେ କରୋନା ଭୁତାଣୁର ମୁକାବିଲା ପାଇଁ ଲକଡ଼ାଉନ ଚାଲିଥିବା ବେଳେ ଓ ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି ଏବଂ କଡ଼ା ପ୍ରହରୀ ରହିଥିବା ବେଳେ ଅନ୍ୟ ରାଜ୍ୟରୁ ବା ଅନ୍ୟ ଜିଲ୍ଲାରୁ ପ୍ରବେଶ ପଥ ବନ୍ଦ କରିଦିଆଯାଇଛି।ଆହୁରି କଡ଼ାକଡ଼ି ସୁରକ୍ଷା ସକାଶେ ପ୍ରତ୍ୟେକ ସୀମାବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି I

Comments (0)
Add Comment