ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଲାଗିଲା ସିସି କ୍ୟାମେରା

0 162

ଗଜପତି ଜିଲ୍ଲାରେ କରୋନା ଭୁତାଣୁର ମୁକାବିଲା ପାଇଁ ଲକଡ଼ାଉନ ଚାଲିଥିବା ବେଳେ ଓ ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି ଏବଂ କଡ଼ା ପ୍ରହରୀ ରହିଥିବା ବେଳେ ଅନ୍ୟ ରାଜ୍ୟରୁ ବା ଅନ୍ୟ ଜିଲ୍ଲାରୁ ପ୍ରବେଶ ପଥ ବନ୍ଦ କରିଦିଆଯାଇଛି।ଆହୁରି କଡ଼ାକଡ଼ି ସୁରକ୍ଷା ସକାଶେ ପ୍ରତ୍ୟେକ ସୀମାବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି I

hiranchal ad1
Leave A Reply

Your email address will not be published.

two × 5 =