Monthly Archives

August 2022

ଡ଼ିମିରିଝରି ଗ୍ରାମର ନିଆରା ଗଣେଶ ପୂଜା

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବଡ଼ଗୋଠ ପଞ୍ଚାୟତର ଡ଼ିମିରିଝରି ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ବେଶ ଜାକଜମକରେ ପାଳିତ ହେଉଛି । ଚଳିତ ବର୍ଷ ଏହି ପୂଜା ୩୫ ବର୍ଷରେ ପଦାର୍ପଣ କରୁଥିବାରୁ ଗ୍ରାମବାସୀଙ୍କ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ…
Read More...

ନୟାଗଡ଼ ମେଡିକାଲ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଦଶପଲ୍ଲା : ଆଜି ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ନୟାଗଡ଼ ମେଡିକାଲ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ର ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଶ୍ରୀକାନ୍ତ ଖଟେଇ ପ୍ରମୁଖ…
Read More...

ପ୍ରେସକ୍ଳବ ଏକାଦଶ ଏବଂ ମୁନିସିପାଲଟି ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପ୍ରେସ କ୍ଲବ ଏକାଦଶ ଓ ମୁନିସିପାଲଟି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ । ଅନ୍ୟ…
Read More...

ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଘୁ.ଉଦୟଗିରି:- ସାରା ଦେଶରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମସ୍ତ ପୌର ପରିଷଦ କାର୍ଯ୍ୟାଳୟ ସୁସଜ୍ଜିତ ଓ ଉତ୍ସବ ମୁଖର । ଏହି କ୍ରମରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଳନ କରାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସକାଳ ୪ ଘଣ୍ଟିକା…
Read More...

ଲଙ୍କାଗୁଣ୍ଡ ଫିଙ୍ଗି ଲୁଟିନେଲେ ୨ କୋଟିର ଅଳଙ୍କାର

ନୂଆଦିଲ୍ଲୀ: ପୁଲିସ ବେଶରେ ଆସି କଳାକନା ବୁଲାଇଲେ । ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର । କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ । ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି…
Read More...

ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା, ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସିଟିଭି ବ୍ୟବସ୍ଥା

ବାଲିଗୁଡା,୩୧/୮- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଆରମ୍ଭହେଲା ସିସିଟିଭି ବ୍ୟବସ୍ଥା । ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ସହରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…
Read More...

ଦି ସ୍କଲାରରେ ଗଣେଶ ପୂଜା ପାଳିତ

ପୁରୀ: ଦତ୍ତତୋଟା ସ୍ଥିତ ଦି ସ୍କଲାର ଟ୍ୟୁଟୋରିଆଲରେ ସିଧିଦାତା ଗଜାନନଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସେଣ୍ଟର ପରିସରରେ ପୂଜାମଣ୍ଡପକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଥିଲା ।ପୁରୋହିତଙ୍କ ଦ୍ୱାରା ହୋମାଦି କାର୍ଯ୍ୟ ଶେଷ ପରେ ଛାତ୍ର ଛାତ୍ରୀ ମାନେ ଗଜାନନ୍ନକୁ…
Read More...

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡା,୩୧/୮- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀଶ୍ରୀଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ…
Read More...

କେନ୍ଦ୍ର କ୍ୟାବିନେଟ ବୈଠକ :
ରାଜ୍ୟମାନଙ୍କୁ ରିହାତିରେ ଡାଲି ଯୋଗାଇବେ ସରକାର

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ…
Read More...

ଜିଲ୍ଲା ଚାଇଲ୍‌ଡ଼ ଲାଇନର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର,୩୧/୮ - ଜିଲ୍ଲା ଚାଇଲ୍ଡ ଲାଇନକୁ ଆଜି ଦୁଇ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସୋନପୁର ସଦର ଏନ୍‌ ଜି ଓ ସି ସି ସଭାଗୃହ ଠାରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ଗୃହ…
Read More...