Monthly Archives

April 2024

ଚେକିଂ ବେଳେ ବୁଲେଟ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା

ସୁବର୍ଣ୍ଣପୁର,୨୯/୪:- ଜିଲ୍ଲାର ବିନିକା ସହରର ମିଶ୍ରପାଲି ଛକରେ ସାଧାରଣ ନିର୍ବାଚନ ପାଇଁ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ନେତୃତ୍ୱରେ ଏସଏସଟି ଟିମ୍‌ ର ଗାଡ଼ି ମଟର କଡାକଡି ଯାଞ୍ଚ ଚାଲିଥିବା ସମୟରେ ଓଡି ୩୧ଏମ-୧୨୭୪ କଳାରଙ୍ଗର ବୁଲେଟ ବାଇକ ଡିକିରୁ ୧ ଲକ୍ଷ ୯୫ ହଜାର…
Read More...

ବିଜେପି ସାଂସଦ ଓ ବିଧାୟକଙ୍କ ନାମାଙ୍କନ ଦାଖଲ

ବଲାଙ୍ଗୀର,୨୯/୪:- ବିରାଟ ଶୋଭାଯାତ୍ରାରେ ଆସି ବିଜେପି ବଲାଙ୍ଗୀର ସାଂସଦ ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡଃ ମୁକେଶ ମହାଲିଙ୍ଗ ଓ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ନାମାଙ୍କନ ଦାଖଲ କରିଛନ୍ତି । ବରିଷ୍ଠ ନେତା ତଥା ପାଟଣାଗଡ଼…
Read More...

ବିଜେଡିର ବୌଦ୍ଧରୁ ପ୍ରଦୀପ କଣ୍ଟାମାଳରୁ ମହୀଧର କଲେ
ନାମାଙ୍କନ ପତ୍ର ଦାଖଲ

ବୌଦ୍ଧ,୨୯/୪:- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ବୌଦ୍ଧ ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ବିଜୁ ଜନତା ଦଳ ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଥମେ ବୌଦ୍ଧ ବିଧାନସଭା…
Read More...

ନାମାଙ୍କନପତ୍ର ଦାଖଲକଲେ ବିଜେଡି ଲୋକସଭାପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ

କେନ୍ଦୁଝର,୨୯/୪:- କେନ୍ଦୁଝର ସଂସଦୀୟକ୍ଷେତ୍ର ପାଇଁ ବିଜୁ ଜନତାଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ସ୍ଥାନୀୟ କାଳୀପଡିଆରୁ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ପ୍ରାର୍ଥୀପତ୍ର ଦାଖଲର ଶୁଭ ଅଭିଯାନ ଆରମ୍ଭ ହୋଇଥିଲା । ଏକ ବିରାଟ ପଟୁଆର ରେ ଦଳୀୟ…
Read More...

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ଦେବଗଡ଼,୨୯/୪:- ଚଳିତ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ନିମନ୍ତେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ । ଦେବଗଡ଼ ଜିଲ୍ଲାର ବିଧାନସଭା ଓ ଲୋକସଭା କାର୍ଯ୍ୟ ଖସଡ଼ା କିପରି ରହିଛି ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ ଭାବେ ଜନ…
Read More...

ବିଜେଡି ପକ୍ଷରୁ ରକ୍ତଦାନ ଶିବିର:୧୦୧ ୟୁନିଟ ରକ୍ତ ସଂଗୃହିତ

ଚିପିଲିମା,୨୫/୪:- ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବାବେଳେ, ରୋଗୀ ରକ୍ତପାଇଁ ବହୁତ ହଇରାଣ ହେଉଛନ୍ତି । ଏପରି ସ୍ଥିତିରେ ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ…
Read More...

ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ:
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୌଦ୍ଧ ଆରକ୍ଷୀ

ବୌଦ୍ଧ,୨୫/୪:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପାଢେଲ ଡେମ୍‌ ନିକଟ ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଆଜି ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏଥିସହିତ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ…
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ଗସ୍ତକୁ ନେଇ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର,୨୩/୪ - ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଚାଲିଛି, ଧୋକା ଦେଇଛି, ଠକି ଚାଲିଛି ନବୀନ ସରକାର । ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି । ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର । ଜଣେ ଅଣ ଓଡ଼ିଆ ନବୀନକୁ କଣ୍ଢେଇ ପରି ନଚାଉଛି, ନିଜ ବେପାରରେ…
Read More...

ସେକ୍ଟର ଅଫିସରମାନଙ୍କ ପ୍ରଶିକ୍ଷଣ ଶିବିର

ଦେବଗଡ଼,୨୩/୪:- ଆସନ୍ତା ସାଧାରଣ ନିର୍ବାଚନକୁ ଅଧିକ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଫିସର ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସେକ୍ଟର…
Read More...

ଅବକାରୀ ବିଭାଗର ଚଢାଉ

ଚମ୍ପୁଆ,୨୩/୪:- ସାଧାରଣ ନିର୍ବାଚନ୨୦୨୪ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଚଢାଉ ଜାରି ରହିଥିବାବେଳେ ଆଜି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ନିସା ଗଡ଼ିଆ, ସିଲି ପୁଞ୍ଜି ତଥା ଚମ୍ପୁଆରେ ବିଭିନ୍ନ…
Read More...