Monthly Archives

February 2022

୩୬୧ ସପ୍ତାହ ପରେ ଟେନିସକୁ ମିଳିଲା ନୂଆ ନମ୍ୱର ୱାନ ଖେଳାଳି

ନୂଆଦିଲ୍ଲୀ, ୨୮/୨: ଏଟିପି ଟେନିସ ର‍୍ୟାଙ୍କିଂର ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଋଷର ଡାନିଲ ମେଦଭେଦେବ । ପ୍ରଥମ ସ୍ଥାନ ହାସଲ କରିବାରେ ସେ ଦୁନିଆର ୨୭ତମ ଖେଳାଳି ହୋଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ହଟାଇ ସେ ଶୀର୍ଷରେ ପହଞ୍ଚିଛନ୍ତି ।…
Read More...

ଆସିଲା ଦ୍ୱିତୀୟ ଦିନର ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଗଣତି ହୋଇଥିବା ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୩୦୫ ଆସନରୁ ଶାସକ ବିଜେଡି ୨୭୦ ଆସନ ହାତେଇଥିବା ବେଳେ ବିରୋଧୀ ବିଜେପି ୧୬ ଓ କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଜଣେ ସ୍ୱାଧୀନ…
Read More...

ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଜପତି,୨୮/୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ ଏନସିଏସଟିସି ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢ଼ୀ ଅଧ୍ୟକ୍ଷତା…
Read More...

ଦୁଇବର୍ଷ ପରେ ଖୋଲିଲା ସ୍କୁଲ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

ପାଟଣାଗଡ,୨୮/୨- ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମଶ୍ରେଣୀ ସ୍କୁଲ ଖୋଲାଯାଇଛି । ସ୍କୁଲ ଖୋଲିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ ସ୍କୁଲ ଆଜି ଦିନ ସକାଳ ୧୦ଟାରୁ…
Read More...

ଇତିହାସ ରଚିଲେ ଶାହିନ ଆଫ୍ରିଦି

କରାଚୀ : ପାକିସ୍ତାନ ସୁପର ଲିଗ୍‌ ଫାଇନାଲରେ ଲାହୋର କାଲାଣ୍ଡାର୍ସ ଦଳ ୪୨ ରନ୍‌ରେ ମଲ୍ଟାନ୍‌ ସୁଲତାନଙ୍କୁ ପରାସ୍ତ କରିବାରେ ସଫଳ ହୋଇଛିା ଲାହୋର ଅଧିନାୟକ ଶାହିନ୍‌ ଆଫ୍ରିଦି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଲିଗ୍‌ ଟାଇଟଲ୍‌ ଜିତିବାରେ ଶାହିନ୍‌…
Read More...

ଅନୁଗୁଳ ମ୍ୟୁନିସିପାଲିଟିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଅନୁଗୁଳ ମ୍ୟୁନିସିପାଲିଟିର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍, ପୂର୍ବତନ କାଉନ୍ସିଲର ଓ ୩୦୦ରୁ ଅଧିକ…
Read More...

ଆସନ୍ତାକାଲି ଜାଗର ଯାତ୍ରା, ରାତି ୧୦ଟାରେ ଲିଙ୍ଗରାଜଙ୍କ ମହାଦୀପ ଉଠିବ

ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଜପତି,୨୮/୨: ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ମାଝୀଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ୨୩. ୧୨. ୨୦୨୧ ଠାରୁ ୨୮.୨.୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଆଜି…
Read More...

ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଜପତି,୨୮/୨: ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶକ୍ରମେ ଓ ଶିକ୍ଷକ ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା,…
Read More...

ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍‌ ଏକାଡେମୀର ସଂସ୍ଥାପକକୁ ଶ୍ରେଷ୍ଠ କ୍ରୀଡା ସଂଗଠକ ସମ୍ମାନରେ ସମ୍ମାନିତ

ଘୁ.ଉଦୟଗିରି,୨୮/୨- ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍‌, ଏବଂ ସିଟି କ୍ଲବ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍‌ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡିଆରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍‌ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି…
Read More...