Monthly Archives

August 2019

ଶାଶୂର ନାକ କାମୁଡି ଦେଲା ଜ୍ୱାଇଁ ; କାନ କାଟିଦେଲେ ସମୁଦି, କାରଣ ପଢନ୍ତୁ

ବରେଲି : ବରେଲି ଜିଲ୍ଲାର ନାକାତିଆ ଅଂଚଳରେ ଯୋ÷÷ତୁକ ମାମଲାକୁ ନେଇ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦାବି ମୁତାବକ ଅତିରିକ୍ତ ଯୋ÷÷ତୁକ ଟଙ୍କା ନମିଳିବାରୁ ଜ୍ୱାଇଁ ଶାଶୂର ନାକ କାମୁଡି ଦେଇଥିବା ବେଳେ ସମୁଦି ଏକ ଛୁରିରେ କାନ କାଟି ଦେଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଏହି…
Read More...

ପ୍ରଣାମ ଅନୁଷ୍ଠାନର ନୃତ୍ୟ ଶିଳ୍ପୀଙ୍କ କୃତିତ୍ୱ

ବୈାଦ୍ଧ:- ଇଣ୍ଡିଆ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚର ପକ୍ଷରୁ ଭୁବନେଶ୍ୱର ସ୍ଥିତ ଭଂଜକଳା ମଣ୍ଡପ ଠାରେ ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ ଏବଂ ଏସିଆନ ଡ୍ୟାନ୍ସ ସୋସାଇଟ ମିଳିତ ଆନୁକୁଲ୍ୟରେ ଗୁରୁ ମନମୋହନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ତିନିଦିନିଆ ଜାତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ…
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲା ଯଥା-ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ…
Read More...

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରବୀଣ ରାଜନୀତିଜ୍ଞ ଜେଟଲୀଙ୍କ ଶେଷକୃତ୍ୟ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି । ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟିକ୍ରିୟା ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ…
Read More...

ନୂଆ ଅଧିନାୟକ ସନ୍ଧାନରେ ପଞ୍ଜାବ : ହଟିବେ ଅଶ୍ୱିନ

ନୂଆଦିଲ୍ଲୀ: ଅପ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ କ୍ୟାରିୟର ଆହୁରି ଅଧିକ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଦେଖାଦେଇଛି । ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ଅଶ୍ୱିନ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଛନ୍ତି । ତେବେ ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି…
Read More...

ସୁପ୍ରିମକୋର୍ଟରେ ଚିଦାମ୍ବରମ୍ ନିରାଶ : ଜାରିହେଲା ଲୁକଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ହାଇକୋର୍ଟରେ ନିରାଶ ହେବା ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ସୁପ୍ରିମ୍କୋର୍ଟରେ ମଧ୍ୟ ନିରାଶ ହୋଇଛନ୍ତି । ଆଗୁଆ ଜାମିନ୍ ପାଇଁ ସେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ତତ୍କାଳ ଜାମିନ୍ ମଂଜୁର ପାଇଁ କୋର୍ଟ ମନା କରିଦେଇଛନ୍ତି । ଫଳରେ ତାଙ୍କର…
Read More...

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ୫୦ ମି.ିମି. ଅଧିକ ପରିମାଣରେ ବର୍ଷା ହୋଇଥିବା ବେଳେ…
Read More...

ଫିଲ୍ଡିଂ କୋଚ୍ ପଦ ବଜାୟ ରଖିବେ ଶ୍ରୀଧର

ମୁମ୍ବାଇ: ଭାରତୀୟ କ୍ରିକେଟର ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ସାକ୍ଷାତକାର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଯାଇଛି । ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ୧୮ଟି ଆବେଦନପତ୍ରକୁ ଗ୍ରହଣ କରାଯାଇ ସାକ୍ଷାତକାର କରାଯାଇଥିଲା । ସେହିପରି, ଫିଲ୍ଡିଂ କୋଚ୍ ପଦ ଲାଗି ଆବେଦନ କରିଥିବା…
Read More...

ଚନ୍ଦ୍ର କକ୍ଷପଥରେ “ଚନ୍ଦ୍ରଯାନ-୨’

ଶ୍ରୀହରିକୋଟା : ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୨ ଆଉ ପାଦେ ଆଗକୁ ବଢ଼ିଛି । ଆଜି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ସଫଳତାର ସହ କକ୍ଷପଥରେ ପ୍ରବେଶ କରିବା ମଧ୍ୟ ଆଉ ଏକ ସଫଳତା ବୋଲି ଇସ୍ରୋର ମୁଖ୍ୟ କେ ଶିବନ ଗଣମାଧ୍ୟମକୁ କହିଛନ୍ତି । ଆଜି ସେ ଏହି ସୂଚନା ଦେଇ କହିଛନ୍ତି ଯେ,…
Read More...

ଏମସିସି ଆଜୀବନ ସଦସ୍ୟ ହେବା ମୋ ପାଇଁ ଗୌରବର କଥା: ଜନସନ୍

ଲଣ୍ଡନ:ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନ୍ସନ୍ଙ୍କୁ ମେଲବର୍ଣ୍ଣ୍ କ୍ରିକେଟ୍ କ୍ଲବ (ଏମ୍ସିସି)ର ଆଜୀବନ ସଦସ୍ୟ ଭାବେ ନିର୍ବାଚିତ କରଯାଇଛି । ଏନେଇ ଏମ୍ସିସି ପକ୍ଷରୁ ଚଳିତ ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଏହା ଘୋଷଣା କରାଯାଇଛି । ଏମ୍ସିସି ପକ୍ଷରୁ ଏସମ୍ପର୍କରେ…
Read More...