Monthly Archives

March 2020

ସଚେତନ ହେଲେ ଯୁବସମାଜ : ନିଜ ଗାଁକୁ ସୁରକ୍ଷା ଦେବା ପାଇଁ ଅଣ୍ଟାଭିଡିଲେ

ବାଲିଗୁଡ଼ା: ମହାମାରୀ କୋରୋନା କୁ ନେଇ ସାରାଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ପ୍ରଶାସନିକ ସ୍ତରରେ ଗାଁ ଠୁ ସହର ସବୁଠି ଲୋକଙ୍କୁ କରାଯାଇଛି ସଚେତନ । ହେଲେ ଏବେବି ଅନେକ ଅଞ୍ଚଳ ରହିଛି ଯେଉଁଠି ଆଜିବି ଲୋକେ କୌଣଶି ନିୟମ ମାନୁନାହାନ୍ତି । ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ…
Read More...

୫୦ହଜାର ଜୀବନ ବଞ୍ଚାଇଛି ସାମାଜିକ ଦୂରତା

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଓ ଏହାର ପ୍ରକୋପ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ୟୁରୋପୀୟ ଦେଶର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯଥା ସାମାଜିକ ଦୂରତା, ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ୟୁରୋପ…
Read More...

ସଂକ୍ରମଣରେ କେରଳ ନମ୍ବରୱାନ, ଅନ୍ୟ ରାଜ୍ୟ ସ୍ଥିତି ସଂପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସଂକ୍ରମଣରେ କେରଳ ରାଜ୍ୟ ଶୀର୍ଷରେ ରହିଛି । ପୂର୍ବରୁ ମହାରାଷ୍ଟ୍ର ଶୀର୍ଷରେ ଥିଲା । କିନ୍ତୁ ବର୍ତ୍ତମାନ କେରଳ ୨୦୨ ସଂକ୍ରମିତଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ…
Read More...

କରୋନା ଯୋଦ୍ଧାଙ୍କ ପାଇଁ ଲଣ୍ଡା ହେଲେ ୱାର୍ଣ୍ଣର, କୋହଲିଙ୍କୁ ଦେଲେ ଚ୍ୟାଲେଞ୍ଜ

ସିଡନୀ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା କରୁଛନ୍ତିା ସୁରକ୍ଷା କର୍ମୀମାନେ ମଧ୍ୟ ଏହି ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଅଷ୍ଟ୍ରେଲିଆର ଓପନିଂ…
Read More...

ପୁଣି ଦୂରଦର୍ଶନରେ “ଶକ୍ତିମାନ’

ମୁମ୍ବାଇ: ନବେ ଦଶକରେ କୁନି କୁନି ପିଲାମାନଙ୍କୁ ଟିଭି ଆଗରେ ଏକ ଘଣ୍ଟା କାଳ ବାନ୍ଧି ରଖିଥିବା "ଶକ୍ତିମାନ' ସିରିଏଲ୍ ପୁଣିଥରେ ଆସନ୍ତାକାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବ । କରୋନା ଯୋଗୁଁ ସାରା ଦେଶବାସୀ ନାକାବନ୍ଦୀରେ ଥିବାରୁ ଏଭଳି ଲୋକପ୍ରିୟ ସିରିଏଲ୍ ପ୍ରସାରିତ ହେବା ପାଇଁ ଏହାର…
Read More...

ଆଇସିସି ନିଷ୍ପତ୍ତି ଉପରେ ନିର୍ଭର କରୁଛି ଆଇପିଏଲ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ ସ୍ଥଗିତ ରଖାଯାଇଛି । ବିସିସିଆଇ ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଆଇପିଏଲ୍…
Read More...

କନିକାଙ୍କ ପୁଣି ଟେଷ୍ଟ ହେବ

ଜଣାଶୁଣା ଗାୟିକା କନିକା କପୁରଙ୍କର ଇତିମଧ୍ୟରେ ୫ଥର କରୋନା ପରୀକ୍ଷା କରାଯାଇସାରିଲାଣି । ୫ଟି ଯାକ ପଜିଟିଭ୍ ବାହାରିଛି । ଆଗକୁ ତାଙ୍କର ପୁଣି ପରୀକ୍ଷା କରାଯିବ ବୋଲି ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ…
Read More...

କେସିଆର୍‌ଙ୍କ ବଡ଼ ଘୋଷଣା ମନ୍ତ୍ରୀ, ବିଧାୟକଙ୍କଠାରୁ କଟାଯିବ ୭୫ ପ୍ରତିଶତ ଦରମା

ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦରମାର ୭୫ ପ୍ରତିଶତ କଟାଯାଇ କରୋନା କାର୍ଯ୍ୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସେମାନଙ୍କ ସହିତ ସେ ନିଜର ଦରମାରୁ ୭୫…
Read More...

ଅସହାୟଙ୍କ ସାହାର ସାଜିଲେ କିନ୍ନର, ଲୋକେ ଦେଲେ ସାବାସୀ

ବାଲିଗୁଡା; କରୋନା ସଂକ୍ରମଣ ଭୟରେ ସରା ଦେଶରେ ଲାଗିରହିଛି ଲକଡାଉନ । ଏହି ଲକଡାଉନରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏଥିରେ ଅସହାୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛ କିନ୍ତୁ ଏହି ଅସହାୟ ମାନଙ୍କୁ ସାହାର ଦେବାକୁ ଆଗେଇ ପଡିଛନ୍ତି କିଛି…
Read More...

ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାରତରେ, ଏଠାରେ ସାକ୍ଷରତା ହାର ଶତ ପ୍ରତିଶତ

ଆମ ଦେଶ ସଫାସୁତୁରା ମାମଲାରେ ବହୁତ ପଛରେ କିନ୍ତୁ ଆମ ଦେଶରେ ଏଭଳି ଏକ ଗାଁ ଅଛି ଯାହାକି ଏସିଆର ସବୁଠାରୁ ସଫାସୁତୁରା ଗାଁ । ଏହି ଗାଁକୁ ଭଗବାନଙ୍କ ନିଜ ବଗିଚା ବୋଲି କୁହାଯାଏ । ମାବଲ୍ୟାନ୍ନଗ ହିଲ୍ସ ଜିଲ୍ଲାର ଏହି ଗାଁ ମେଘାଳୟର ସିଲଙ୍ଗ ଏବଂ ଭାରତ-ବାଂଲାଦେଶ ବର୍ଡରରୁ ୯୦ କିଲୋମିଟର…
Read More...