Monthly Archives

July 2023

ଚାରିଛକର ପ୍ରିୟଦର୍ଶିନୀ ସାହୁ ଓଏସ ପରୀକ୍ଷାରେ ୧୪୧ ସ୍ଥାନରେ

ହରଭଙ୍ଗା,୩୧/୭:- ପ୍ରିୟଦର୍ଶିନୀ ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ସରୋଜ ସାହୁଙ୍କ ଝିଅ ବର୍ତ୍ତମାନ ସେମାନେ ଚାରିଛକରେ ରହୁଥିବାବେଳେ ଚଳିତବର୍ଷ ଓଡିଶା ପ୍ରଶାସନିକ ପରୀକ୍ଷାରେ ସେ ୧୪୧ ସ୍ଥାନରେ ରହିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ-୨୦୧୩/୧୪ ର…
Read More...

ଆକାଶ କୁମାର ଦିଗାଲ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

ଫୁଲବାଣୀ,୩୧/୭:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ…
Read More...

ଭାସମାନ ପଥରକୁ ଦେଖିବାକୁ ବଢୁଛି ଲୋକଙ୍କ ଭିଡ, ଦେଖନ୍ତୁ ଭିଡିଓ

ପୁରୀ : ଶୁକ୍ରବାର ସନ୍ଧ୍ୟାରେ ସମୟରେ ପୁରୀ ଗୋପ ବ୍ଲକ ଅଧିନ ବେଦପୁର ପଂଚାୟତ ବାଲିସାହି ଗ୍ରାମର ସଞ୍ଜୟ କୁମାର ବେହେରା ପଥର ଭସା ନଦୀ ସଂଲଗ୍ନ ଗୋପ ବ୍ରାଞ୍ଚ କେନାଲରେ ମଇଁଷି ଗୋଠକୁ ଗାଧୋଇବା ସମୟରେ ହଠାତ ଏକ ୧୦ ରୁ ୧୫ କିଲୋ ଓଜନର ପଥର ଆକୃତିର ଏକ ବସ୍ତୁ ଭାସୁଥିବା ଦେଖିବାକୁ ମିଳିଥିଲା…
Read More...

ପୁରୀ ସହରରେ ଆରଟିଓଙ୍କ ଅଚାନକ ଚଢ଼ାଉ, ଅଟୋ ଡ୍ରାଇଭରଙ୍କୁ ୨୦ ହଜାର ଫାଇନ

ପୁରୀ : ଆଜି ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କରେ ଆରଟିଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ । ଦ୍ରୁତ ଗତିରେ ବେନିୟମ ଯାତ୍ରା କରୁଥିବା ଜଣେ ଅଟୋଚାଳକକୁ ପୁରୀ ଆରଟିଓ ଅଟକାଇ ଥିବାବେଳେ ଡ୍ରାଇଭର ମଦ ପିଇ ଥିବା ଜଣା ପଡିଥିଲା । ଉକ୍ତ…
Read More...

୫ଦିନ ପରେ ଉଦ୍ଧାର ହେଲା ଅପହୃତା ଶିଶୁକନ୍ୟା

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପାଂଚପୋଖରିଆଠାରେ ଗତ ବୁଧବାର ଦିନ ଏକ ୪ ବର୍ଷର କନ୍ୟା ଶିଶୁକୁ ଧରି ଅଜଣା ବ୍ୟକ୍ତି ଫେରାର ହୋଇଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । କେନ୍ଦୁଝର ଏସପି କୁଲସଲକର ନିତିନଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ, ଝୁମ୍ପୁରା, ବାରିଆ ଓ ପାଟଣା ପୋଲିସ ପକ୍ଷରୁ…
Read More...

ହରଭଙ୍ଗା ଉନ୍ନୟନ ପରିଷଦର ବୈଠକ :ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ହରଭଙ୍ଗା,୩୦/୭:- ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦର ଏକ ବୈଠକ ସଭାପତି ପ୍ରଦିପ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହରଭଙ୍ଗା ଠାରେ ଥିବା ପ୍ରାଥମିକ…
Read More...

ଗଣିଆ ପୋଲିସ ହାତରେ କୁଖ୍ୟାତ ଡ଼କାୟତ ଦଳ

ଦଶପଲ୍ଲା,୩୦/୭:- ଗଣିଆ, ନୂଆଗାଁ, ଦଶପଲ୍ଲା ଅଞ୍ଚଳରେ ଦିନକୁଦିନ ଚୋରି, ଡକାୟତି ବଢୁଥିବା ବେଳେ ଖୁବ୍‌ କମ୍‌ଦିନ ଧରି ଯୋଗ ଦେଇଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଦବଙ୍ଗ ଅଫିସର ସାଜି ଡକାୟତ ମାନଙ୍କୁ ସାବାଡ କରିବାରେ ମାହିର ଥିବା ଜଣାପଡିଛି । ସାଧାରଣରେ ଚର୍ଚ୍ଚା କି ଏହିଭଳି…
Read More...

ଦୁଇ ଭାଇଙ୍କ ମାଡ଼ରେ ଶ୍ରମିକ ମୃତ

ବାଲିଗୁଡ଼ା: ଜଣକୁ ପିଟି ପିଟି ମାରିଦେଲେ ଦୁଇଭାଇ । ହତ୍ୟାକାରୀ ଦୁଇ ଭାଇ ଥାନାରେ ଅଟକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଶିକବାଡ଼ି ଗ୍ରାମର ଜଣେ ନାବାଳିକାକୁ ସେହି ଅଞ୍ଚଳରେ…
Read More...

ଗଣିଆ ପୋଲିସ ହାତରେ କୁଖ୍ୟାତ ଡ଼କାୟତ ଦଳ

ଦଶପଲ୍ଲା: ଗଣିଆ, ନୂଆଗାଁ, ଦଶପଲ୍ଲା ଅଞ୍ଚଳରେ ଦିନକୁଦିନ ଚୋରି, ଡକାୟତି ବଢୁଥିବା ବେଳେ ଖୁବ୍‌ କମ୍‌ଦିନ ଧରି ଯୋଗ ଦେଇଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଦବଙ୍ଗ ଅଫିସର ସାଜି ଡକାୟତ ମାନଙ୍କୁ ସାବାଡ କରିବାରେ ମାହିର ଥିବା ଜଣାପଡିଛି । ସାଧାରଣରେ ଚର୍ଚ୍ଚା କି ଏହିଭଳି ଅଫିସର ଥିଲେ…
Read More...

ଅଧ୍ୟକ୍ଷାଙ୍କ ସ୍ମୃତିରେ ମୁକ୍ତା ଯୋଜନା ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ, ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ ସାମିଲ

ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ୭ନଂ ୱାର୍ଡ଼ରେ ମୁକ୍ତା ଯୋଜନା ମାଧ୍ୟମରେ ନିର୍ମିତ ପ୍ରକଳ୍ପ ଗୁଡ଼ିକ ଯଥା ୨ଟି ୱାର୍ଡ଼ର ମିଶନ ଶକ୍ତି ଗୃହ, ଖୋଲା ସ୍ଥାନର…
Read More...