Monthly Archives

May 2020

ଜୁନ ୧୭ରେ ଖୋଲିବନି ସ୍କୁଲ

ଭୁବନେଶ୍ୱର: ଆସନ୍ତା ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଜୁଲାଇ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ…
Read More...

୨ଲକ୍ଷ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮,୩୮୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮୨୧୪୩ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୫୧୬୪କୁ ବୃଦ୍ଧି ପାଇଛି । ତେବେ…
Read More...

ପଶ୍ଚିମ ଓଡି଼ଶାରେ ପଙ୍ଗପାଳ ଭୟ

ଭୁବନେଶ୍ୱର: ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରିଥିବା ପଙ୍ଗପାଳମାନେ ଖୁବଶୀଘ୍ର ଓଡିଶାରେ ପହଞ୍ଚିବେ । ଏମାନେ ବିଶେଷକରି ଉଷ୍ଣ ବାତାବରଣକୁ ଅଧିକ ମାତ୍ରାରେ ଅକୃଷ୍ଟ ହେଉଥିବାରୁ ପଶ୍ଚିମଓଡିଶାକୁ ପ୍ରଥମେ ଏମାନଙ୍କର ଆଗମନ ହେବ ବୋଲି ଅନୁମାନ କରାଯାଉଛି । ପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ…
Read More...

ମନ୍ କି ବାତ୍‌ରେ ଓଡି଼ଶାକୁ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିୟମିତ ରେଡିଓ କାର୍ଯ୍ୟକ୍ରମ "ମନ୍ କି ବାତ୍‌'ରେ ଆଜି ଦେଶର ବିଭିନ୍ନ ବର୍ଗର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ କଟକଣାକୁ ପାଳନ କରିଥିବାରୁ ସେ ଏଭଳି କୃତଜ୍ଞତା ଜଣାଇଛନ୍ତି । ବିଶେଷକରି ଲକଡାଉନ ସମୟରେ ଉଲ୍ଲେଖନୀୟ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପାଲା ବୃଦ୍ଧି ଗ୍ରାମପଞ୍ଚାୟତ ଅଳି ମାଡା ଗ୍ରାମର ଦୁଇ ଭାଇ ପ୍ରଦୀପ ବାଗାର ବୟସ 28 ଓ ନରେଶ ବାଗାର ବୟସ 25 ଫୁଲବାଣୀରୁ ମାର୍କେଟ କରି ଫିରିଙ୍ଗିଆ ରାସ୍ତାରେ ନିଜ ଗ୍ରାମକୁ ମୋଟର ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ବିଶି ପଡ଼ା…
Read More...

ମହାନଦୀରେ ବୁଡି ଦୁଇଭାଇ ମୃତ

ବୌଦ୍ଧ,: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟାହ୍ନରେ ମହାନଦୀକୁ ଦୁଇ ସମ୍ପର୍କୀୟ ଭାଇ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଅରଖପଦର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଆଶିଷ…
Read More...

ଗଜପତିରେ ପୁଣି ୧୬ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ଆଉ ୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ…
Read More...

ଗଜପତି ଜିଲ୍ଲାବାସୀ ମିଳିତ ଭାବେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରାଜଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବି ଭେଙ୍କେଟ ରାମଣା, ୱାଇ ଯୁଧିଷ୍ଠିର ଏବଂ…
Read More...

ମନରେଗା ଯୋଜନାରେ ଗାଁ ସାଥୀଙ୍କୁ ଉପେକ୍ଷା !

ବୌଦ୍ଧ:ଲକ୍‌ଡାଉନ କୋହଳ ହେବାପରେ ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ମନରେଗା ଯୋଜନାର କାର୍ଯ୍ୟ ପରିଚାଳନା ପାଇଁ ସରକାର ଗାଁ ଗାଁରେ ଗ୍ରାମସାଥୀ ପଦବୀ ସୃଷ୍ଟି କରିଥିଲେ…
Read More...

ସମ୍ବଲପୁରରେ ନବମ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର :ଆଜି ସମ୍ବଲପୁର ଜିଲ୍ଲାରେ ନବମ କରୋନା ରୋଗୀ ରୂପେ ଜଣେ ୨୨ବର୍ଷୀୟ ଯୁବକକୁ ଚିହ୍ନଟ କରାଯାଇଛି । ଗୁଜରାଟ ର ଅହମଦାବାଦରୁ ଏଠାକୁ ଆସିଲା ପରେ ତାକୁ ରେଢାଖୋଲ ଉପଖଣ୍ଡ ସ୍ଥିତ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ର ଲୁହାପଙ୍କ ଟିଏମସି ରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ପରୀକ୍ଷା ପରେ…
Read More...