Monthly Archives

July 2019

କନ୍ଧମାଳରେ ପୁଣି ମାଓ ପୋଷ୍ଟର

ଦାରିଙ୍ଗବାଡି : କନ୍ଧମାଳରେ ପୁଣି ମାଓ ପୋଷ୍ଟର । ମାଓବାଦୀଙ୍କ ସହିଦ୍ ସପ୍ତାହର ଚତୁର୍ଥ ଦିନରେ ଦାରିଙ୍ଗବାଡି ଥାନା ସିମନବାଡି ବଜାରରେ ଦେଖିବାକୁ ମିଳିଛି ବା.ଘୁ.ନା.(ବାସଧାରା ଘୁମୁସର ନାଗାବଳୀ) ଡିଭିଜନର ପୋଷ୍ଟର । ଆଜି ସକାଳୁ ସିମନବାଡି ବଜାରର ଗୋଟିଏ ଦୋକାନ ବାରଣ୍ଡାରେ ହାତଲେଖା…
Read More...

ଚର୍ଚ୍ଚାରେ ‘ଦେବଦାସ’

ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଚର୍ଚ୍ଚା ଲାଗି ରହିଛି । ଏ ଫିଲ୍ମଟିକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ପ୍ରଥମତଃ ଏହା ଏକ ବ୍ୟୟବହୁଳ ସିନେମା । ଫିଲ୍ମରେ ଉଭୟ ଅପେକ୍ଷାକୃତ ନୂଆମୁହଁ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଏକାଠି କରିଛନ୍ତି ପ୍ରଯୋଜକ,…
Read More...

ଶ୍ରାବଣ ମାସର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ମାନ୍ୟତା ରହିଛି । ଶାସ୍ତ୍ରରେ ମଧ୍ୟ ଶ୍ରାବଣ ମାସକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହି ମାସ ଜୁଲାଇ ଓ ଅଗଷ୍ଟ ମାସରେ ଆସେ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା କରାଯାଇଥାଏ । ଏହା ହିନ୍ଦୁ ପଚାଙ୍ଗର…
Read More...

ମଧ୍ୟକ୍ରମକୁ ଅଯଥାରେ ଟାର୍ଗେଟ୍ କରାଯାଉଛି: ବିରାଟ କୋହଲି

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ମଧ୍ୟକ୍ରମକୁ ନେଇ ତୀବ୍ର ସମାଲୋଚନା ଚାଲିଛି । ଏଭଳି ସମାଲୋଚନାକୁ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟକ୍ରମକୁ ନେଇ ସମୀକ୍ଷକମାନେ କାହିଁକି ଏତେ ସମାଲୋଚନା…
Read More...

ସଂସଦରେ କନ୍ଧମାଳ ସାଂସଦ ଡଃ ସାମନ୍ତଙ୍କ ଦାବି : ସରକାରୀ ଓ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ ମଧ୍ୟରେ ପ୍ରଭେଦ ରଖାନଯାଉ

ନୂଆଦିଲ୍ଲୀ : ଯେକୌଣସି ଏକ ଦେଶର ବିକାଶ ବା ଅଭିବୃଦ୍ଧି ପାଇଁ କେତେକ ସାମାଜିକ ସଙ୍କେତକ ବା ଇଣ୍ଡିକେଟର ରହିଥାଏ । ତନ୍ମଧ୍ୟରୁ ମୁଖ୍ୟ ହେଉଛି ସ୍ୱାସ୍ଥ୍ୟ ସେବା । ଯେଉଁ ଦେଶର ସ୍ୱାସ୍ଥ୍ୟ ସେବା ଯେତେ ଉନ୍ନତ, ସେ ଦେଶର ବିକାଶ ମଧ୍ୟ ତଦନୁସାରେ ହୋଇଥାଏ । ଭାରତରେ ମେଡ଼ିକାଲ୍ ଶିକ୍ଷାକୁ…
Read More...

ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀ କଲେକ୍ଟରେଟ ଘେରିଲେ : ପନ୍ଦର ଦିନରେ ପହଞ୍ଚିଲା ନର୍ସିଂସ୍କୁଲ ଆନ୍ଦୋଳନ

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ସ°ସ୍ଥାନ ଅନ୍ତର୍ଗତ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ନିରନ୍ତରଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାପରେ ଆଜି ଜିଲ୍ଲା କଲେକ୍ଟରେଟ ଘେରିଲେ । ଏକ ପଟୁଆରରେ ବିଭିନ୍ନ ନାରାବାଜୀ ସହିତ ରାଲିକରି…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଜଣେ ମୃତ

ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର । ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତକ RKD ଠିକା ସଂସ୍ଥାର ସିଭିଲ୍ ଇଞିନିୟର ସୁର୍ଯ୍ୟକାନ୍ତ ସେନାପତି ବୋଲି ଜଣାପଡିଛି…
Read More...

ଜାଣନ୍ତୁ, ଅଗ୍ନି ପରିକ୍ରମା ସମୟରେ ନବବଧୂ ଆଗରେ ରହେ କାହିଁକି ?

ସ୍ୱୟଂ ଦେବତାମାନେ ମଧ୍ୟ ନାରୀକୁ ପ୍ରଥମ ସ୍ଥାନ ପ୍ରଦାନ କରି ଅଛନ୍ତି । ନାରୀଜାତି ମାତୃଜାତି ହୋଇଥିବାରୁ ସେ ସଦାସର୍ବଦା ଅଗ୍ରପୂଜ୍ୟ ଅଟେ । ଦେବତାଙ୍କର ନାମ ସ୍ମରଣ ବା ଜପ ସମୟରେ ଆପଣ ନିଶ୍ଚିତ ଶୁଣିଥିବେ ରାଧେ କୃଷ୍ଣ, ସୀତା-ରାମ, ଗିରିଜା ଶଙ୍କର ଇତ୍ୟାଦି ଶବ୍ଦ । ଏଥିରୁ ସ୍ପଷ୍ଟ…
Read More...

ଦେଶରେ ପ୍ରଥମ : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ବେଦିକ୍‍ ମେମୋରି ଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ଦେଶର ପ୍ରଥମ ବେଦିକ୍‍ ମେମୋରୀ ଲ୍ୟାବ୍‍ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ସୋମବାର ଉଦ୍‍ଘାଟିତ ହୋଇଯାଇଛି । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ଏହି ଲ୍ୟାବ୍‍କୁ ଉଦ୍‍ଘାଟନ କରି କହିଲେ, ବୈଦିକ ଯୁଗରେ କୌଣସି ଲିଖିତ ବ୍ୟବସ୍ଥା ନଥିବାରୁ…
Read More...

ଆସ୍ଥାଭୋଟ ଜିଣିଲେ ୟେଦିୟୁରପ୍ପା

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ବିଏସ୍ ୟେଦିୟୁରପ୍ପା ସରକାର ବିଜୟୀ ହୋଇଛନ୍ତି । ଏଥିସହିତ ରାଜନୈତିକ ସସ୍ପେନ୍ସର ଅବସାନ ଘଟିଛି । ଗୋଟିଏ ପଟେ ସରକାର ଆସ୍ଥା ଭୋଟରେ ଜିଣିଥିବା ବେଳେ ଅନ୍ୟପଟେ ବାଚସ୍ପତି କେ.ଆର୍. ରମେଶ କୁମାର ତାଙ୍କ ପଦରୁ ଇସ୍ତଫା…
Read More...