Monthly Archives

November 2020

କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ଜଣ ଶ୍ରମିକ ଉଦ୍ଧାର

ବାଲିଗୁଡ଼ା,୩୦/୧୧- କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ ଜଣ ଦାଦନ ଶ୍ରମିକ ଉଦ୍ଧାର । କେଉଁଝର ଓ କନ୍ଧମାଳ ଜିଲ୍ଲାରୁ ତାମିଲନାଡ଼ୁ ର ତିରୁପୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର କରିଛି କ.ନୂଆଗାଁ ପୋଲିସ୍ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍…
Read More...

ଏଲ.କେ.ବି.କେ. ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୩୦/୧୧- ମହାମାରୀ କୋରାନାର ଏହି ବିପଦ ସଙ୍କୁଳ ପରିସ୍ଥିତିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ,ସରସରା ତରଫରୁ ଚତୁର୍ଥ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ…
Read More...

ଗଛ ଲଗାଇ ଦମ୍ପତି ପାଳିଳେ ଝିଅର ଜନ୍ମଦିନ

ସମ୍ବଲପୁର:ସ୍ଥାନୀୟ ଧନକଉଡା ବ୍ଲକର ଶାସନ ପଞ୍ଚାୟତ ଅନ୍ତର୍ଗତ ପଳସାପାଲି ଗ୍ରାମର ଗୋପାଳ ରାଉତ ଓ ପତ୍ନୀ ସୁରୁବୁଇ ରାଉତ ତାଙ୍କର ବଡ଼ ଝିଅ ଅଙ୍କିତା ରାଉତର ୧୩ତମ ଜନ୍ମ ଦିବସ ଉପଲକ୍ଷେ ନୂଆଖୁରୀ ଗାଁ ସ୍ଥିତ ମହିଳା କଲ୍ୟାଣ ଓ ପରିବେଶ ସୁରକ୍ଷା ସଙ୍ଗଠନର ସଂଗକ୍ଷିତ ଜାଗାରେ ଫଳ ବୃକ୍ଷରୋପଣ କରି…
Read More...

କଟକଣାକୁ ଫୁ: କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ମନ୍ଦିର ଆଗରେ ଭିଡ଼

ସମ୍ୱଲପୁର :କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ମନ୍ଦିରମାନଙ୍କରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ମନ୍ଦିରରେ ପୁଲିସ ମୁତୟନ ମଧ୍ୟ କରାଯାଇଛି । ହେଲେ ଲୋକଙ୍କ ଭାବନା ଆଗରେ ଏହାର ବିଶେଷ ପ୍ରଭାବ ଦେଖାଯାଉ ନାହିଁ ଓ କଟକଣାକୁ ଫୁ କରି ଅନେକ ମନ୍ଦିର ଓ…
Read More...

ବୌଦ୍ଧ : ଦ୍ୱିତୀୟ ଦିନବି ଜିଲ୍ଲାରେ କରୋନା ଆକ୍ରାନ୍ତ ଶୁନ

ବୌଦ୍ଧ,୩୦/୧୧ - ଆଜି ବୌଦ୍ଧ ଜିଲ୍ଲାରେ କେହି ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ମଧ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁନ ଥିଲା । ନଭେମ୍ବର ମାସ ଆରମ୍ଭରୁ ଜିଲ୍ଲାରେ କରୋନା ଗ୍ରାଫ୍‌ ନିମ୍ନଗାମୀ…
Read More...

କରୋନା କଟକଣା ଯୋଗୁଁ ପର୍ଯ୍ୟଟନ ସ୍ଥଳ ଜନଶୂନ୍ୟ ରୋଜଗାର ହରାଉଛନ୍ତି ସ୍ଥାନୀୟ ବ୍ୟବସାୟୀ, ପର୍ଯ୍ୟଟକ ନିରାଶ

ବାଲିଗୁଡ଼ା/ଦାରିଙ୍ଗିବାଡ଼ି,୩୦/୧୧: ସବୁ ସାରିଦେଲା ମହାମାରୀ କରୋନା । ନା ଖୋଲୁଛି ମନ୍ଦିର ନା ଖୋଲୁଛି ପର୍ଯ୍ୟଟନ ସ୍ଥଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ।ଓଡ଼ିଶାର କାଶ୍ମୀର ଭାବେ ବେଶ୍‌ ପରିଚିତ କନ୍ଧମାଳର…
Read More...

ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

ପାରଳାଖେମୁଣ୍ଡି,୩୦/୧୧- ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର ଅଟେ । ଏଠାରେ କଳାକାର ମାନଙ୍କ ସକାଶେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ । ଫଳରେ ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାର କଳା ଓ ସଂସ୍କୃତିର ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱ ଦରବାରରେ କଳା…
Read More...

ରାଜ୍ୟରେ ପୁଣି ୪୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୨୫ରେ ପହଞ୍ଚିଛି । ଏନେଇ…
Read More...

୨୭ ଦିନରେ ବାଲିଗୁଡ଼ା ଅଞ୍ଚଳରୁ ୧୫୦କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୩୦/୧୧: ଜାରି ରହିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗର ମିସନ୍‌ କ୍ଲିନ୍‌ ଗଞ୍ଜେଇ । ମାଓ ଇଲାକାରେ ପୁଣି ନଷ୍ଟ ହେଲା ୧୭କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବୁଡାଗୁଡ଼ା ପଞ୍ଚାୟତର ବୌଦୁଙ୍ଗିଆ,ରୁତୁଙ୍ଗିଆ ଓ ସାକୁସବାଲି ଅଞ୍ଚଳର ୧୭୦ଏକର ଜଙ୍ଗଲ ଜମିରେ…
Read More...

ଯୋରଦାର୍ ହେଲା ପୋଲିସ୍ ଓ ଅବକାରୀ ବିଭାଗର ମିସନ୍ କ୍ଲିନ୍ ଗଞ୍ଜେଇ ୨୭ ଦିନରେ ବାଲିଗୁଡ଼ା ଅଞ୍ଚଳରୁ ୧୫୦କୋଟି ଟଙ୍କାର…

ବାଲିଗୁଡ଼ା,୩୦/୧୧: ଜାରି ରହିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିସନ୍ କ୍ଲିନ୍ ଗଞ୍ଜେଇ । ମାଓ ଇଲାକାରେ ପୁଣି ନଷ୍ଟ ହେଲା ୧୭କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ବୁଡାଗୁଡ଼ା ପଞ୍ଚାୟତର ବୌଦୁଙ୍ଗିଆ,ରୁତୁଙ୍ଗିଆ ଓ ସାକୁସବାଲି ଅଞ୍ଚଳର ୧୭୦ଏକର ଜଙ୍ଗଲ ଜମିରେ…
Read More...