Monthly Archives

March 2023

ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ସିଟି ଆଇ କ୍ଲିନିକ ଉଦଘାଟନ ସମାରୋହ

ସୁବର୍ଣ୍ଣପୁର : ଜିଲ୍ଲାର ବୀରମହାରାଜପୁର ବ୍ଲକ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ସୋନପୁର ସ୍ଥିତ ବୋଲେପ୍‌ ପରିସରରେ ସିଟି କ୍ଲିନିକ ଉଦଘାଟିତ ହୋଇଯାଇଛି । ଏହି ସିଟି କ୍ଲିନିକରେ ଚକ୍ଷୁ ରୋଗୀମାନଙ୍କର ପ୍ରାରମ୍ଭିକ ପରୀକ୍ଷା ଓ ଚିକିତ୍ସା ହୋଇପାରିବ ଓ ଏହାକୁ ଲେପ୍ରାର…
Read More...

ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ପ୍ରଶିକ୍ଷଣ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ…
Read More...

ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସ: ଯାଗରକ୍ଷା ଓ ଶିବ ଧନୁଭଗ୍ନ

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସରେ ପରଂପରା ଅନୁସାରେ ଆଜି ମଧ୍ୟାହ୍ନରେ ପ୍ରଭୂ ରଘୁନାଥଙ୍କ ମନ୍ଦିରରେ ଜାଗରକ୍ଷା ଓ ଶିବ ଧନୁଭଗ୍ନ କାର୍ଯ୍ୟକ୍ରମ ନୀତି ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଶୋତ୍ରୀୟ ବ୍ରାହ୍ମଣ, ପୂଜକ, ସେବାୟତମାନେ ବିଧିମତେ ପ୍ରଭୂ…
Read More...

ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଗଡ଼ିଲା ହରିଶଙ୍କର ଦର୍ଶନ ବସ

ପାଟଣାଗଡ/ଖୋପ୍ରାଖୋଲ଼ : ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର କମିଟି ପାଟଣାଗଡ଼ ତରଫରୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହରିଶଙ୍କର ଦର୍ଶନ ନାମକ ଏକ ଟୁରିଷ୍ଟ ବସ୍‌ ବଲାଙ୍ଗୀରରୁ ହରିଶଙ୍କର ଚଳାଚଳ ପାଇଁ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଟୁରିଷ୍ଟ ବସ୍‌ ସପ୍ତାହର ପ୍ରତ୍ୟେକ ଶୁକ୍ରବାର…
Read More...

ବିପୁଳ ପରିମାଣର କଫ୍‌ ସିରପ ସହ ଦୁଇ ଗାଡି ଜବତ ; ୫ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ସୋନପୁର - ବଲାଙ୍ଗୀର ରାସ୍ତାରେ ଆସୁଥିବା ଏକ ପିକଅପ ବୋଲେରୋ କାରରୁ ଖାରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରୁ ବିପୁଳ ପରିମାଣର କଫ୍‌ ସିରଫ ତରଭା ପୋଲିସ ଜବତ କରିଥିବା ଜଣାପଡିଛି । ପେଟି ଭିତରେ ଥିବା୧୯୨୦ ବୋତଲ କଫ୍‌ ସିରଫ,୫ଟି ମୋବାଇଲ ସେଟ, ଏକ ପିକ ଅପ…
Read More...

ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତା-୨୦୨୩ ଉଦ୍‌ଯାପିତ

ସମ୍ବଲପୁର: ଆଜି ସ୍ଥାନୀୟ ଡା:ଝସକେତନ ସାହୁ ସନ୍ତରଣାଗାର ଠାରେ ୧୪ ବର୍ଷରୁ କମ୍‌ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାମାନଙ୍କ ଦୁଇଦିନିଆ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ,…
Read More...

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକ ଯୋଗେ ୨୪ ଖଣ୍ଡ ରଥକାଠ ଆଜି ଆସି ପୁରୀରେ ପହଞ୍ଚିଛି । ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି । ତେବେ ରଥ…
Read More...

୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଜଣେ ପରେ ଜଣେ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫ ସିରପ ମାଫିଆମାନଙ୍କୁ ପୁଲିସ ଧରିବାରେ…
Read More...

ମହାଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ଦେବୀଯଜ୍ଞ ମହୋତ୍ସବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତର ବୈଜଳପୁର୍‌ଠାରେ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଦେବିଯଜ୍ଞ ମହୋତ୍ସବ ଅନୁଷ୍ଠିତ । ଏହି ମାଁଙ୍କ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବାବେଳେ ଆଜି…
Read More...

ପ୍ରବିତ୍ର ରାମ ନବମୀରେ ହିନ୍ଦୁ ସମାଜର ବିଶାଳ ଶୋଭାଯାତ୍ରା

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର…
Read More...