Monthly Archives

May 2021

ବୌଦ୍ଧଜିଲ୍ଲା ଟେଷ୍ଟ ପଜିଟିଭ ରେଟ୍‌ ଚିନ୍ତାଜନକ, ୫୪ ପ୍ରତିଶତ ସହ ରାଜ୍ୟରେ ପ୍ରଥମ

ବୌଦ୍ଧ,୩୧/୫- କୋଭିଡ ଟେଷ୍ଟିଂ ରାଜ୍ୟରେ ବ୍ୟାପକ କରାଯାଉଥିବାବେଳେ ଟୀକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାରକରି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ପଜିଟିଭ ରେଟ୍‌କୁ ଆଧାରକରି ତିନୋଟି ଜିଲ୍ଲାରେ ଲକ୍‌ ଡାଉନରେ ସାମାନ୍ୟ କୋହଳ କରାଯାଇଥିବାବେଳେ ରାଜ୍ୟର…
Read More...

ଅସହାୟ କୋଭିଡ ମୃତକଙ୍କ ଶବସତ୍କାର କଲା ଟିମ ହ୍ୟୁମାନିଟି

ଫୁଲବାଣୀ,୩୧/୫- ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସକାଳ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ତା'ର ସତ୍କାର…
Read More...

କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, ପ୍ରଶାସନର ଦୃଷ୍ଟି ଆକର୍ଷଣକଲେ ବ୍ଲକସ୍ତରରୁ…

ବାଲିଗୁଡା,୩୧/୫- କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଫୁଲବାଣୀ ଟାଉନଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀକରି ଜିଲ୍ଲାର ବାଲିଗୁଡ଼ା ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସମେତ ତୁମୁଡିବନ୍ଧ,…
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫ - ବୌଦ୍ଧ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳର ପ୍ରଧାନ ଶିକ୍ଷକ ସ୍ୱରୂପ କୁମାର ମହାପାତ୍ର ଆଜି ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଦକ୍ଷ ମିଷ୍ଟଭାଷୀ ନିଃସ୍ୱାର୍ଥପର ଓ ଅମାୟିକ ପ୍ରଧାନ ଶିକ୍ଷକ ଥିଲେ । ଆଜି ଅବସର…
Read More...

ଗଣିଆ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା, ସଭାପତି ହେଲେ ଦେବୀପ୍ରସାଦ

ଦଶପଲ୍ଲା,୩୧/୫- ନୟାଗଡ଼ ଜିଲ୍ଲା ଗଣିଆବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶିଶୁରାଇଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଗଣିଆ ପ୍ରେସ କ୍ଳବର ସଭାପତି ଭାବେ ଦେବୀ ପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକଭାବେ ବିଶ୍ୱରଞ୍ଜନ…
Read More...

କରୋନା ସଚେତନତା କରାଉଛନ୍ତି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ

ଗଜପତି,୩୧/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ୱାର୍ଡ଼ରେ ଘରକୁଘର ଯାଇ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀମାନେ କରୋନା ସଚେତନତା କରାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ-୧୯ ଉପରେ ସର୍ଭେ କରିବାସହ ଘରେ…
Read More...

କଣ୍ଟାମାଳବ୍ଲକର ୪ ଟି ହାଇସ୍କୁଲ ନବୀକରଣ କାର୍ଯ୍ୟର ଭୂମିପୂଜନ

କଣ୍ଟାମାଳ,୩୧/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ହାଇସ୍କୁଲର ୫-ଟି ଦ୍ୱାରା ମନୋନୀତ ୪ ଟିି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଦ୍ୟାଳୟ ପରିସରର ନବୀକରଣ କାର୍ଯ୍ୟ ପାଇଁ ଆଜି ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ…
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରୋଦ କୁମାର ମେହେର ଆଜି ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଜଣେ ବଳିଷ୍ଠ ଶିକ୍ଷାବିତ, ପ୍ରବୀଣ ଶିକ୍ଷକ, ଆମାୟିକ ବ୍ୟକ୍ତିତ୍ୱ, ସମାଜସେବୀ ଭାବେ ବେଶ୍‌ ପରିଚିତ । ତାଙ୍କର ୩୨…
Read More...

୧୭ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତକଲା ପୋଲିସ, ୩ଜଣ ଗିରଫ

ଫୁଲବାଣୀ,୩୧/୫- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁମନ୍ତ କହଁର, ପୀତବାସ କହଁର ଏବଂ କୁମର ବେହେରା…
Read More...