Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
କମିଲା ସୁନା ଦର
ନୂଆଦିଲ୍ଲୀ- ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୧୨୦୦ ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୮ହଜାର ୫୫୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୫୯ହଜାର ୭୫୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର!-->…
Read More...
Read More...
ରେପୋ ରେଟରେ ଅପରିବର୍ତ୍ତିତ
ନୂଆଦିଲ୍ଲୀ: ଏଥର ରେପୋ ହାର ପରିବର୍ତ୍ତନ କରାଯାଇନାହିଁ । ଏହାକୁ ୫.୨୫ପ୍ରତିଶତ ରଖାଯାଇଛି । ଏହାର ଅର୍ଥ ହେଉଛି ଋଣ ମହଙ୍ଗା ହେବ ନାହିଁ ଏବଂ ଆପଣଙ୍କର ଇଏମଆଇ ମଧ୍ୟ ବୃଦ୍ଧି ପାଇବ ନାହିଁ । ଆଜି ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ!-->…
Read More...
Read More...
ବେସରକାରୀ କର୍ମଚାରୀଙ୍କ ପାଇଁ ଝଟକା, ହ୍ରାସ ପାଇପାରେ PF ସୁଧ ହାର
ନୂଆ ଦିଲ୍ଲୀ: ବେସରକାରୀ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ବର୍ତ୍ତମାନ PF ଜମା ଉପରେ ସୁଧ ହାର ନିର୍ଣ୍ଣୟ କରିବା ଉପରେ କାମ କରୁଛି। ଆର୍ଥିକ ବର୍ଷ 2025-26 ପାଇଁ PF ସୁଧ ହାର ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନାହିଁ।!-->…
Read More...
Read More...
ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି । ଏହା ଉପଭୋଗ ଏବଂ!-->…
Read More...
Read More...
ଲଞ୍ଚ ହେଲା ଟାଟା ସିଏରାର ୨୪ ଭାରିଆଣ୍ଟ
ନୂଆଦିଲ୍ଲୀ: ଟାଟା ସିଏରା ହେଉଛି ଏକ ୫-ସିଟ୍ ବିଶିଷ୍ଟ ମଡେଲ । ଏହି ଟାଟା କାରଟି ୨୦୨୫ ନଭେମ୍ବର ୨୫ରେ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି ଏବଂ ସେମାନଙ୍କର!-->…
Read More...
Read More...
ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର, କମିଲା ରେପୋରେଟ୍
ନୂଆଦିଲ୍ଲୀ; ଗ୍ରାହକଙ୍କୁ ନୂଆବର୍ଷ ଭେଟି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର । କମିଲା ରେପୋରେଟ୍ । ଏଣିକି ବ୍ୟାଙ୍କ ଲୋନର ଇଏମଆଇ ଉପରେ ମିଳିବ ଆଶ୍ୱସ୍ତି । ୦.୨୫ ପ୍ରତିଶତ କମିଛି ରେପୋରେଟ୍ । ବର୍ତ୍ତମାନ ରେପୋ ୫. ୨୫ ପ୍ରତିଶତକୁ ହ୍ରାସ!-->…
Read More...
Read More...
କମିଲା ଗ୍ୟାସ ଦର, ଆଜିଠାରୁ ଏହି ସବୁ ଦର ବଢିଲା
ନୂଆଦିଲ୍ଲୀ: ପ୍ରତି ମାସରେ କିଛି ନା କିଛି ନୂଆ ପରିବର୍ତ୍ତନ ଆସୁଛି। ଏହି କ୍ରମରେ, ଆଜି ଅର୍ଥାତ ୧ ଜୁଲାଇ ଠାରୁ, ଏପରି କିଛି ନିୟମ ପରିବର୍ତ୍ତନ କରାଯାଉଛି ଯାହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ATM ରୁ ଅଧିକ ଟଙ୍କା ଉଠାଣ ଉପରେ ଚାର୍ଜ,!-->…
Read More...
Read More...
ଏଥର ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର
ଭୁବନେଶ୍ୱର : ଭାରତର ଅଗ୍ରଣୀ ଇଲେକ୍ଟ୍ରିକ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ଲିମିଟେଡ ଭୁବନଶ୍ୱରର ପୁରୀ ବାଇପାସ୍ ରୋଡ୍ ପାଣ୍ଡେରା ଛକଠାରେ ଏହାର ତୃତୀୟ ଏକ୍ସପେରିଏନ୍ସ ସେଣ୍ଟର "ଏଥର୍ ସ୍ପେଶ' ର ଶୁଭାରମ୍ଭ ହୋଇଛି । ଏହି ଏକ୍ସପେରିଏନ୍ସ ସେଣ୍ଟରରେ ଗ୍ରାହକମାନେ ଏଥରର୍ ପ୍ରଥମ!-->…
Read More...
Read More...
ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲଗୁନରେ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡକ୍ଟର ଦେବବ୍ରତ ପାଢୀ, ସିନିୟର କନସଲଟାଣ୍ଟ ଆର୍ଥୋପେଡ଼ିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ!-->…
Read More...
Read More...
ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ
କଟକ: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ । ୧୦ଟି ଟିମ୍ ପଞ୍ଜୀକରଣ!-->…
Read More...
Read More...