Monthly Archives

August 2021

କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଫୁଲବାଣୀ,୩୧/୮- ସମଗ୍ର ଓଡିଶାରେ ପବିତ୍ର ସ୍ୱାୟତ ଶାସନ ଦିବସ ସରକାରଙ୍କ କୋଭିଡ ନିୟମ ପ୍ରକାରେ କେବଳ କର୍ମଚାରୀମାନଙ୍କୁ ନେଇ ପାଳନ କରାଯାଇଛି । ଫୁଲବାଣୀ ପୌର ପରିଷଦରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟ ନିର୍ବାହୀ…
Read More...

ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରୀକୁ ସ୍ଥାୟୀ ନିମନ୍ତେ ଦାବିପତ୍ର

ବୌଦ୍ଧ/ଜହ୍ନ ।ପଙ୍କ,୩୧/୮- ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୧୬ ଜଣ ଭିନ୍ନକ୍ଷମ ଶିକ୍ଷକ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଦୀର୍ଘ ୧୧ ବର୍ଷ ନିରବଛିନ୍ନ ଭାବେ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ…
Read More...

ଧାର୍ଯ୍ୟ ହେଲା ସୋନପୁର ଗଡ଼ଜାତର ନୁଆଁଖାଇ ଲଗ୍ନ

ସୁବର୍ଣ୍ଣପୁର,୩୧/୮-ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟଦେବୀଙ୍କୁ ନେଇ ଅଲଗା ଅଲଗା ଅଂଚଳ ପାଇଁ ଭିନ୍ନ ପ୍ରକାରେ ଲଗ୍ନ ସ୍ଥିର ହୋଇଥାଏ । ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ…
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା

ପୁରୀ :ବଲିଉଡ ଅଭିନେତା ଗୋବିନ୍ଦା ଆଜି ଶ୍ରୀମନ୍ଦିର ଆସି ରତ୍ନସିଂହାସନ ରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ପ୍ରଭୁଙ୍କ ଡାକରାରେ ହେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ୱିତୀୟ ଲହରିରେ କଟକଣା ଭିତରେ ଶ୍ରୀମନ୍ଦିରରେ…
Read More...

ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରିଲା ନବାନ୍ନ ଭକ୍ଷଣର ନିର୍ଦ୍ଧାରିତ ଲଗ୍ନ

ସୁବର୍ଣ୍ଣପୁର : ଭାଦ୍ରବ କୃଷ୍ଣପକ୍ଷ ନବମୀ , ନନ୍ଦଉସବ ଦିବସରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇଠାରେ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ୱାରା ପାତାଳୀ ମଣ୍ଡପ ଠାରେ କୋଭିଡ଼ କଟକଣାକୁ ମାନି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ଟୁରିଷ୍ଟ…
Read More...

ଟାଟା ପାୱର କମ୍ପାନୀର ମନୋମୁଖୀ କାର୍ଯ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର:ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଗଲାପରେ ଗ୍ରାହକ ମହଲରେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍‌ଟେଜ ସମସ୍ୟା, ଶୁଳ୍କ ଆଦାୟ ସମୟରେ କର୍ମଚାରୀଙ୍କ ଦାଦାଗିରି, ତ୍ରୁଟିପୂର୍ଣ୍ଣ…
Read More...

ଆସିଲା ସେପ୍ଟେମ୍ବର ଗାଇଡଲାଇନ, ହଟିଲା ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ କଟକଣାକୁ ଅନେକାଂଶରେ କୋହଳ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ…
Read More...