Monthly Archives

August 2021

ଫାଟିଗଲା ଗ୍ୟାସ ଟାଙ୍କି, ମହିଳା ଜୀବନ୍ତ ଦଗ୍ଧ

ଭୁବନେଶ୍ୱର: ରୋଷେଇ କରୁଥିବା ବେଳେ ହଠାତ୍ ଫାଟିଗଲା ଗ୍ୟାସ ଟାଙ୍କି, ଯେଉଁଥିରେ ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଥାନା ବିରିଡିହି ଗାଁରେ ଘଟିଯାଇଛି । ମୃତକ ଜଣକ ସେହି ଗାଁର ହରପ୍ରିୟା ଜେନା । ହରପ୍ରିୟାଙ୍କୁ ନିଆଁରୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ସିଲୁ…
Read More...

ପାରଳାପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଯାଇଛି । ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ…
Read More...

ବୌଦ୍ଧ: ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଜିଲ୍ଲାରୁ ୧୨ ଚିହ୍ନଟ

ବୌଦ୍ଧ,୩୧/୮: ଆଜି ବୌଦ୍ଧଜିଲ୍ଲାରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧଜିଲ୍ଲାରେ ଅଗଷ୍ଟ ପହିଲାରୁ କରୋନା ଗ୍ରାଫ ତଳମୁହାଁ ହୋଇଥିବାବେଳେ ମାସ ଶେଷବେଳକୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି କଣ୍ଟାମାଳ ବ୍ଲକ…
Read More...

ବୌଦ୍ଧଗଡ ଏନଏସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ,୩୧/୮: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏଥିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ…
Read More...

ପାଟଣାଗଡ଼ ଏନ୍‌ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଦିବସ ପାଳିତ

ପାଟଣାଗଡ଼ : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଚେୟାରମେନ ଡ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏନ୍‌ଏସି ପରିସରରେ ଥିବା…
Read More...

ବୋରଗାଁ ହତ୍ୟାକାଣ୍ଡ, ୪ କୋର୍ଟ ଚାଲାଣ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗୁଣିଆ ପଞ୍ଚାୟତ ବୋରଗାଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଫତେଗଡ଼ ପୁଲିସ ସୋମବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏକ ପାରିବାରିକ କଳହକୁ ନେଇ ଗତ ୧୭ ତାରିଖରେ ବୋରଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।…
Read More...

ଆମେରିକା ସେନା କାବୁଲ ଛାଡିବା ପରେ ଖୁସି ମନାଇଲେ ତାଲିବାନୀ, ଦେଖନ୍ତୁ ଭିଡିଓ

କାବୁଲ : ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ଗତକାଲି କାବୁଲ ଛାଡିଛନ୍ତି । ଏହି ଅବସରରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିବା ଆତଙ୍କବାଦୀ ଗୋଷ୍ଠୀ ତାଲିବାନମାନେ ଖୁସି ମନାଇଛନ୍ତି । କାବୁଲ ବିମାନବନ୍ଦର ଛାଡିବା ପରେ ତାଲିବାନୀ ଯୁବକମାନେ ବିମାନବନ୍ଦରକୁ ପ୍ରବେଶ କରିଛନ୍ତି । ନିଜର…
Read More...

ଟୋକିଓ ପାରାଲିମ୍ପିକ୍ସ: ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ବ୍ରୋଞ୍ଜ ହାତେଇଛନ୍ତି ସିଂହରାଜ ଅଧନା । ୧୦ ମିଟର ଏୟାର ପିସ୍ତଲରେ ତାଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି କ୍ରମରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସିଂହରାଜ ଆଜି ଫାଇନାଲରେ ୨୧୬.୮ର ସ୍କୋର କରିଛନ୍ତି । ସୁଟିଂରେ…
Read More...