Monthly Archives

February 2021

ମଦ୍ୟ ପାନରୁ ଗୁଳିକାଣ୍ଡ, ଜଣେ ଗୁରୁତର

ବୌଦ୍ଧ,୨୮/୨ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମ ପଞ୍ଚାୟତ ବାହାଲି ଗ୍ରାମରେ ଶନିବାର ରାତିରେ ଏକ ଗୁଳିକାଣ୍ଡ ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବାହାଲି ଗ୍ରାମର ଅଭୟ ଜାନୀ ଓ ବଚନ ବଘାର୍…
Read More...

ହୀରାଞ୍ଚଳ ସାହିତ୍ୟ ସୃଜନୀ କବିତା ଆସର

ବୌଦ୍ଧ,୨୮/୨ - ହୀରାଞ୍ଚଳର ଷଷ୍ଠଦଶ ସ୍ବ ନକ୍ଷତ୍ର ଉତ୍ସବ ଅବସରରେ ହୀରାଞ୍ଚଳ ସାହିତ୍ୟ ସୃଜନୀ କବିତା ଆସର ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି | ଏହି ଆସରକୁ ବରିଷ୍ଠ ସାହିତ୍ୟିକ ତଥା ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ |…
Read More...

ହୀରାଞ୍ଚଳର ଷଷ୍ଠଦଶ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ବୌଦ୍ଧ,୨୮/୨ - ଭୁବନେଶ୍ବର ଓ ସମ୍ବଲପୁରରୁ ଏକ ସମୟରେ ପ୍ରକାଶିତ ଦୈନିକ ହୀରାଞ୍ଚଳର ଷଷ୍ଠଦଶ ସ୍ବ ନକ୍ଷତ୍ର ଉତ୍ସବ ଗତକାଲି ବୌଦ୍ଧ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି | ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବ ନକ୍ଷତ୍ର ଉତ୍ସବରେ କନ୍ଧମାଳ ସାଂସଦ ଡ.…
Read More...

ବାଘନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ, ବର୍ତ୍ତିଗଲେ ଉଭୟ ଡ୍ରାଇଭର

ବୌଦ୍ଧ/ବାଉଁଶୁଣୀ,୨୭/୨ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ବାଘନଦୀ ପୋଲ ଉପରେ ଦୁଇଟି ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତିଶ ଗଡ଼ରୁ ବ୍ରମ୍ହପୁର ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସିଜି 04 ଡି. ବି.…
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୬/୨ - ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା ସିଙ୍ଗାରି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହି କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ 3ଟା ସମୟ ରେ ସୋନପୁର ରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ କାର ଗାଡି ଭାରସlମ୍ୟ ହରାଇ…
Read More...

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ତରଫରୁ ଦୁଇ ଗୋଟି ଜୀବନବିନ୍ଦୁ ରକ୍ତଦାନ ଶିବର ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୂଆବନ୍ତ ସରକାରୀ ଚିକିତ୍ସାଳୟ ରେ ଓ ଅନ୍ୟଟି ଜିଲ୍ଲା ଯୁବ ବିଜେଡ଼ି ସାଧାରଣସମ୍ପାଦକ ଶ୍ରୀ କାଳୀ ସିଂ ଙ୍କ ନେତୃତ୍ୱରେ ନିଳାଦ୍ରୀ ବିହାର ହରେକଷ୍ଣ…
Read More...

ମରିଯାଉଛି ମାନବିକତା, ସାମାଜିକ ବାସନ୍ଦ ମାମଲା ବଢୁଛି !

ବୌଦ୍ଧ,୨୬/୨- ଗତକାଲି କଣ୍ଟାମାଳ ବ୍ଲକ ଅଂଚଳରେ ଘଟିଥିବା ଦୁଇଟି ବାସନ୍ଦ ଘଟଣାର କରୁଣ ପରିଣତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାଜିକ ବାସନ୍ଦ ଯୋଗୁଁ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଗୁନୁଚିତୋରା ଗ୍ରାମର ପଦୁକେଶୀ ପୁଟା (୫୫)ଙ୍କ ଶବକୁ ଶ୍ମଶାନଯାଏଁ ନେବାକୁ…
Read More...

ବୌଦ୍ଧ: ଜିଲ୍ଲାର ପ୍ରମୁଖ ସ୍ଥାନରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ

ବୌଦ୍ଧ,୨୬/୨ - ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରମୁଖ ବଜାରସ୍ଥଳ ଗୁଡିକରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦଥିବା ଦେଖିବାକୁ ମିଳିଛି । ବନ୍ଦକୁ ବୌଦ୍ଧ…
Read More...

ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ, ଘଟଣାସ୍ଥଳରୁ ଶବ ଉଦ୍ଧାର କରି ପୋଲିସ୍ ଓ ବନବିଭାଗ ତଦନ୍ତ ଆରମ୍ଭ

ବାଲିଗୁଡ଼ା,୨୫/୨: କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର ସିର୍ଲା ଗ୍ରାମପଂଚାୟତରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିର୍ଲା ପଂଚାୟତ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଗତ ତିନି ଦିନ ହେଲା ସିର୍ଲା ଅଂଚଳର ଟାଇପଡା ଅଂଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ତେବେ…
Read More...

ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ ଅଭିଭାବକ ଓ…

ବାଲିଗୁଡ଼ା,୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣଶି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।…
Read More...