Yearly Archives

2021

ବିଦାୟୀ ଡିଜିପିଙ୍କୁ ନୂଆ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ ମୁଖ୍ୟ ଶାସନ ସଚିବ ରାଙ୍କର ବୋଲି ଜଣାପଡିଛି । ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ…
Read More...

ସଂସ୍କୃତି ଆମର ପରିଚୟ ,ଏଣୁ ସଂଗ୍ରହାଳୟର ସୁରକ୍ଷା ଆମର ଦାୟିତ୍ୱ – ଜିଲ୍ଲାପାଳ

ବୌଦ୍ଧ,୩୧ା୧୨ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ଡିଜିଟାଲ ଡିପୋଜିଟୋରୀ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଂଗ୍ରହାଳୟର ପରିଚାଳନା, ରକ୍ଷଣାବେକ୍ଷଣ , କର୍ମଚାରୀଙ୍କ ବେତନ,…
Read More...

ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର,୩୧/୧୨- ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ୦୧.୦୭.୨୦୨୧ରୁ ପିଛିଲା ଭାବରେ…
Read More...

ଶଯ୍ୟାଶାୟୀ କିଡ଼ନୀ ରୋଗୀଙ୍କୁ ଆର୍ଥିକ ସହାୟତା

ବୌଦ୍ଧ,୩୧/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତର ନୂଆପଡା ନିବାସୀ ବଟକୃଷ୍ଣ ପାତ୍ର ପ୍ରାୟ ଦୁଇବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ପୁତ୍ର ସନ୍ତାନ ନଥିବାରୁ ତାଙ୍କର ଧର୍ମପତ୍ନୀଙ୍କ ସହିତ କୌଣସି ସରକାରୀ ଯୋଜନାରୁ ଆର୍ଥିକ…
Read More...

ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ

ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଏହଦ୍ୱାରା ଉପକୃତ ହେବେ। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ । ଆଜି…
Read More...

ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର :ନବରଙ୍ଗପୁର ସ୍ଥାନୀୟ ଚାମୁରିଆ ଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗତ ଡିସେମ୍ବର ୨୮ ୨୦୨୧ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ସମସ୍ତ ବିଜେଡ଼ି ବିଧାୟକ ଓ…
Read More...

ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା : ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରହଣୀଗାଁ ଜଙ୍ଗଲରୁ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ । ଘଞ୍ଚ ଜଙ୍ଗଲ ମଝିରେ କୁଡ଼ିଆ କରି ଲୁଚିଥଲା ଫେରାର କଏଦୀ ଟୁକୁନା ମାଳୀ । ଦିନ ଦ୍ୱି ପହରରେ ପୋଲିସକୁ ଚକମା ଦେଇ ଫେରାର୍‌…
Read More...

ଏଣିକି ଅନଲାଇନ ହେବ ପରିବହନ ବିଭାଗ

ଭୁବନେଶ୍ୱର: ଏଣିକି ଅନଲାଇନ ହେବ ପରିବହନ ବିଭାଗ । ନୂଆବର୍ଷରୁ ବଡ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ ଉଦ୍ୟମ । ଡିଏଲଠାରୁ ଆରମ୍ଭ କରି ଗାଡି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ମିଡଲମ୍ୟାନ ବା ଦଲାଲଙ୍କ ଭୂମିକା…
Read More...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏହି ବଡ କଥା କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦ୍ୱନ୍ଦ ଦୂର କରିଛନ୍ତି । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଆସନ୍ତା ୩ତାରିଖରୁ ହିଁ ପ୍ରଥମରୁ ପଂଚମ ଶ୍ରେଣୀ ଅଫଲାଇନ ପାଠପଢା ଚାଲିବ । ଏଥିରେ କୌଣସି ଦ୍ୱନ୍ଦ ନାହିଁ । ଏଥିପାଇଁ ନୋଡାଲ ଅଫିସରମାନେ ଜିଲ୍ଲା ଗୁଡିକ…
Read More...

ଛତ୍ରପୁର ଠାରେ ଲୋକାର୍ପିତ ହେଲା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ

ଗଞ୍ଜାମ :ଜ଼ିଲ୍ଲାର ଚାରୁକଳା ଓ ଚିତ୍ରକଳାର ପ୍ରସାର ନିମନ୍ତେ ଜ଼ିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ପ୍ରସ୍ତୁତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲାରୀ ର ଲୋକାର୍ପିତ ହୋଇଯାଇଛି । ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରି ନିଜ ବକ୍ତବ୍ୟରେ ଜଣାଇଛନ୍ତି ଯେ ଓଡିଶାର…
Read More...