Monthly Archives

February 2024

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଆଜିର ବୈଠକରେ ଶ୍ରୀମନ୍ଦିରର…
Read More...

୧୫ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ମିହିର୍‌ ରଞ୍ଜନ ପରିଡ଼ା ଆଜି ଏକ ୧୫ ବର୍ଷୀୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୧ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍‌ ଓ ପୀଡିତାଙ୍କ ବୟାନ ଆଧାରରେ ଘଟଣାର ଅଭିଯୁକ୍ତ ସରୋଜ ସାଣ୍ଢ (୨୬) କୁ ଦୋଷୀ…
Read More...

ପ୍ରକୃତିର ରକ୍ଷକ ହେଉଛନ୍ତି ଆଦିବାସୀ, ଆଦିବାସୀଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ସମ୍ଭବ : ରାଷ୍ଟ୍ରପତି

କେନ୍ଦୁଝର : ଗୁରୁବାର ଦିନ ଦିନିକିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍‌ ସମୟରେ ରାଇସୁଆଁ ଏଆର ଷ୍ଟ୍ରିପ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରିବା ପରେ ସେଠାରୁ କାର୍‌ ଯୋଗେ ଆସି ୧୦.୫୨ ମିନିଟରେ ଗୋନାସିକା…
Read More...

ବାଣ ଫୁଟେଇବା ହେଲା କାଳ

ଆଠମଲ୍ଲିକ : ବାଣ ଫୁଟାଇଲାବେଳେ, ଅସାବଧାନତା ସାଜିଲା କାଳ l ଯୁବକ ହେଲେ ଗୁରୁତର l ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରାଯାଇଛି ସ୍ଥାନାନ୍ତର l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା, ଆଠମଲ୍ଲିକ ଅନ୍ତର୍ଗତ,ଅଏଡ଼ା…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ସର୍ବାପଡ଼ା ମାଝୀ ସାହି ତ୍ରିନାଥ ମନ୍ଦିର ସାମ୍ନାରେ ଚଢ଼ାଉ କରି ଗୁରୁ ଚରଣ ଭୋଇ (୩୨) ବର୍ଷ ନାମକ ଜଣେ…
Read More...

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭାବରେ ଗୁରୁ ରଘୁନାଥ ପାତ୍ର ମନୋନୀତ

ଗଜପତି : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ନୂତନ ସାଧାରଣ ପରିଷଦ ଗଠିତ ହୋଇଛି, ଏଥିରେ ଗଜପତି ଜିଲ୍ଲା ତଥା ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଦୀର୍ଘ ବର୍ଷ…
Read More...

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ୱର : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତା’ ସହିତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ବଢ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏହି ଘୋଷଣା। ଏହା ଦ୍ୱାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ, ମିନି…
Read More...

ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି , ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି ପରିବାରକୁ ୭୮…
Read More...

ସମ୍ବଲପୁରରେ ବଢିଚାଲିଛି ସାଇବର ଅପରାଧ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ କମିବା ନାଁ ଧରୁନି। ଅପରାଧୀ ଧରା ନ ପଡ଼ିବାକୁ ବଢ଼ୁଥିବା ସାଇବର ଠକେଇ ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍‌ସାଇଟ୍‌ ମାଧ୍ୟମରେ ସାଇବର୍‌ ଠକେଇର…
Read More...

ଯାତ୍ରୀଙ୍କର ହେଲା ମୃତ୍ୟୁ: ଏୟାର ଇଣ୍ତିଆ ଗଣିବ ଜରିମାନା, ଡିଜିସିଏ ଦେଲା ନିର୍ଦ୍ଦେଶ

ହ୍ୱିଲ୍ ଚେୟାର ନ ମିଳିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା । ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ତିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା…
Read More...